Masthead

ଆଫଗାନ ସରକାରଙ୍କ ଇ-ମେଲ ଆକାଉଣ୍ଟ ବନ୍ଦ କଲା ଗୁଗୁଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଫଗାନ ସରକାରଙ୍କ ଇ-ମେଲ ଆକାଉଣ୍ଟକୁ ବନ୍ଦ କଲା ଗୁଗୁଲ । ଏ ପର୍ଯ୍ୟନ୍ତ ବନ୍ଦ ହୋଇଥିବା ଆକାଉଣ୍ଟ ସଂଖ୍ୟା ନେଇ ଗୁଗୁଲ କୌଣସି ସୂଚନା ଦେଇ ନାହିଁ । ତେବେ ଆଫଗାନିସ୍ତାନରେ ପୂର୍ବ ସରକାରଙ୍କ ଅଧିକାରୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଆକାଉଣ୍ଟର ଦୂରପଯୋଗକୁ ତାଲିବାନ ଠାରୁ ରୋକିବା ପାଇଁ ଗୁଗୁଲ ଏଭଳି ନିଷ୍ପତ୍ତି ନେଇଥିବାର ଦେଖିବା ପାଇଁ ମିଳିଛି ।

ଅପରପକ୍ଷେ ଆଫଗାନିସ୍ତାନକୁ ତାଲିବାନ ଦଖଲ କଲା ପରେ ଅନେକ ସରକାରୀ କର୍ମଚାରୀ ସମେତ ହଜାର ହଜାର ସଂଖ୍ୟାରେ ଲୋକେ ଦେଶଛାଡି ଚାଲିଯାଇଛନ୍ତି । ସେମାନଙ୍କ ମଧ୍ୟରେ ଆଫଗାନିସ୍ତାନ ରାଷ୍ଟ୍ରପତି ମଧ୍ୟ ଅଛନ୍ତି । ତେଣୁ ସମସ୍ତ ସରକାରୀ ଡାଟାର ଦୂରୁପଯୋଗକୁ ରୋକିବା ପାଇଁ ଗୁଗୁଲ ଏଭଳି ନିଷ୍ପତ୍ତି ନେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ