Masthead

ପୁରୀରୁ ଭୁବନେଶ୍ୱର ଚାଲିଚାଲି ଅଚେତ ହେଲେ କୋଭିଡ ଯୋଦ୍ଧା

ପିପିଲି( ବଡ଼ ଖବର ବ୍ୟୁରୋ ): ପୁରୀରୁ ଭୁବନେଶ୍ୱର ଚାଲିଚାଲି ଅଚେତ ହେଲେ କୋଭିଡ୍ ଯୋଦ୍ଧା । ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସମୟରେ ନିଜ ପରିବାରକୁ ପଛରେ ପକାଇ କରୋନା ମହାମାରୀ ସହ ଲଢ଼ିଥିଲେ ସ୍ଵାସ୍ଥ୍ୟ କର୍ମୀ । ପ୍ରଥମ ଲହରଠାରୁ ଆରମ୍ଭ କରି ଦ୍ୱିତୀୟ ଲହର ପର୍ଯ୍ୟନ୍ତ କୋଭିଡ ମୁକାବିଲା କରିଥିଲେ ପାରା ମେଡିକାଲର ସ୍ଵାସ୍ଥ୍ୟ କର୍ମୀ । କିନ୍ତୁ ଆଜି ସରକାରଙ୍କ ପାଇଁ ଆଲୋଡ଼ା ହୋଇଯାଇଛନ୍ତି ଆଗ ଧାଡ଼ିର ସ୍ଵାସ୍ଥ୍ୟ କର୍ମୀ ।

ତେବେ ନିଜ ହକ ପାଇଁ ଦୀର୍ଘ ଦିନ ଧରି ପିଏମଜିର ରାଜରାସ୍ତାରେ ବସିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ସେଥିପାଇଁ ଆଜି ମହାପ୍ରଭୁ ଜଗନ୍ନାଥ ନିକଟରୁ ଆଜ୍ଞା ମାଳ ଓ ମହାପ୍ରସାଦ ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପୁରୀରୁ ନବୀନ ନିବାସ ଅଭିମୁଖେ ଜୟ ଜଗନ୍ନାଥ କୋଭିଡ ୧୯ ମହାସଂଘ ପକ୍ଷରୁ ପଦଯାତ୍ରା ଆରମ୍ଭ କରିଥିଲେ । ତୃତୀୟ ଦିନରେ ଆଜି ପିପିଲିର ମଙ୍ଗଳପୁର ଠାରୁ ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ କରଥିଲେ ସଂଗଠନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼