Masthead

୧୧ ସେପ୍ଟେମ୍ବରରେ ତାଲିବାନ ସରକାର ଗଠନ ଘୋଷଣା କରିବ କି ?

କାବୁଲ(ବଡ଼ ଖବର ବ୍ୟୁରୋ):   ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଦଖଲ କରିବା ପରେ ଏବେ ସେଠି ସରକାର ଗଢିବାକୁ ଯାଉଛି ତାଲିବାନ । ନିକଟରେ ତାଲିବାନ ଏ ନେଇ ଘୋଷଣା କରିଥିଲା । ହେଲେ ସରକାର ଗଠନ ପ୍ରକ୍ରିୟା ଓ ଏଯାଏଁ ଆରମ୍ଭ ହୋଇନି । ଏପଟେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ,ବିଳମ୍ବ ହେବାର କାରଣ ହେଉଛି ସମସ୍ତ ଦଳ ଏକ ସହମତ୍ତି ଭିତ୍ତିରେ କାର୍ଯ୍ୟ କରିବା ପାଇଁ କାର୍ଯ୍ୟ କରୁଛି । ସେ ଆହୁରି କହିଛନ୍ତି,ତାଲିବାନ କେନ୍ଦ୍ରୀୟ ନିର୍ଦ୍ଦେଶ ସହିତ ଏକାକୃତ ଗୋଷ୍ଠି ନୁହେଁ । ବରଂ ଏହା ଏକ ଅନେକ ଦଳ ଏବଂ ସହୃଦୟ ବ୍ୟକ୍ତିଙ୍କୁ ନେଇ ନେଇ ଗଠିତ ।

ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧିନକୁ ନେଇଛି । ତେବେ ସେଠାରେ ସରକାର ଗଠନ କେବେ କରିବ । ସରକାର ଗଠନ ନେଇ ଘୋଷଣା ସରିଥବା ସତ୍ୱେବି କାହିଁକି ବିଳମ୍ବ ହେଉଛି । ସେହିପରି ଆଫଗାନିସ୍ତାନରେ ସରକାର ଗଠନ ୫୦ପ୍ରତିଶତ ତାଲିବାନ ପୁରୁଷଙ୍କୁ ନେଇ ଗଠିତ ଏ ନେଇ ତାଲିବାନ ପକ୍ଷରୁ ସୂଚନା ମିଳିଛି । ଆଉ ବାକି ୫୦ ପ୍ରତିଶତ ହକ୍କାନୀ ନେଟୱାର୍କ ମଧ୍ୟରେ ବିଭକ୍ତ ହେବ । ତେବେ ୧୧ ସେପ୍ଟମ୍ବରରେ ତାଲିବାନ ସରକାର ଗଢିବା ନେଇ ସୂଚନା ମିଳିଛି ।

ଏକ ଏପି ରିର୍ପୋଟରରେ କୁହାଯାଇଛି ଯେ ଆଫଗାନର ପୂର୍ବତନି ରାଷ୍ଟ୍ରପତି ଅସରଫ ଘନିଙ୍କ ଭାଇ ମଧ୍ୟ କିଛି ପ୍ରତିନୀଧିତ୍ୱ କରିବାର ସମ୍ଭାବନା ରହିଛି । ଏହି ଦଳବାଦ ମଧ୍ୟରେ ନୂତନ ତାଲିବାନ ସରକାରରେ ମହିଳା ସ୍ୱରର ଏକ ପ୍ରସଙ୍ଗ ରହିଛି । ହେରାଟ ଏବଂ କାବୁଲ ଭଳି ସହରଗୁଡିକ ମହିଳାମାନଙ୍କ ବିରୋଧରେ ବିରାଟ ସାକ୍ଷୀ ରହିଛନ୍ତି । ଯେଉଁମାନେ ନୂତନ ଆଫଗାନସ୍ତାନ ସରକାରରେ ନ୍ୟାୟ ପ୍ରତିନୀଧିତ୍ୱ ଦାବି କରି ସିଟ୍ ଇନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା