Masthead

ତାହାଲେ ଏହା ହେଉଛି ୱାଂସିଟନ ଠାରୁ ଭଲ ରାସ୍ତା !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରଦେଶର ଭୋପାଳରେ ଏକ ଅଜବ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଏଠାରେ ବହୁ ସଂଖ୍ୟକ ମହିଳା ଖାଲଢିମା ରାସ୍ତାରେ କ୍ୟାଟୱାକ ଆୟୋଜନ କରିଥିଲେ । ଏଭଳି କରି ମହିଳାମାନେ ସରକାରଙ୍କ ଦୃଷ୍ଟିକୁ ଆକର୍ଷଣ କରିବା ପାଇଁ ନୂଆ ପ୍ରୟାସ କରିଥିବାର ଦେଖିବାକୁ ମିଳିଛି । ଏହି ପୁରା ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଅପରପକ୍ଷରେ କ୍ୟାଟୱାକର ଆୟୋଜନ କରିଥିବା ଅଂଶୁ ଗୁପ୍ତା ଦାନିଶ ନଗରର ବୋଲି ସୂଚନା ମିଳିଛି । ତେବେ ତିନି ଦଶନ୍ଧି ପୂର୍ବରୁ ଏଠାରେ କିଣାଯାଇଥିବା ପ୍ଲଟଗୁଡିକର ଦାମ ବହୁ ଅଧିକା ଥିଲା । ଯାହାଫଳରେ ସମ୍ପୃକ୍ତ ଅଞ୍ଚଳରେ ଅଧିକ ଟିକସ ନିଆଯାଉଛି । ହେଲେ ସମଗ୍ର ଅଞ୍ଚଳରେ କୌଣସି ବିକାଶମୂଳକ କାର୍ଯ୍ୟ ହେଉନାହିଁ ବୋଲି ଅଂଶୁ ଗୁପ୍ତା ଅଭିଯୋଗ କରିଛନ୍ତି । ଯେହେତୁ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧୀମାନେ ମୌଳିକ ଆବଶ୍ୟକତା ମଧ୍ୟ ପୂରଣ କରିପାରୁ ନାହାଁନ୍ତି ।

ତେଣୁ ଆମେ ଅଭିନବ ପ୍ରୟାସରେ ମଧ୍ୟପ୍ରଦେଶ ସରକାରଙ୍କୁ ଏହା ଅବଗତ କରାଉଛୁ ବୋଲି ଅଭିଯୋଗକାରୀ କହିଛନ୍ତି । ଏହା ସହ ଯଦି ସମ୍ପୃକ୍ତ ଅଞ୍ଚଳର ସମାଧାନ ନହୁଏ ତାହାଲେ ସେମାନେ ଭୋଟ ଦେବେ ନାହିଁ କି ଟିକସ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର