Masthead

ବେଆଇନ କାଠ ଜବତ

ଟାଙ୍ଗୀ (ବଡ଼ ଖବର ବ୍ୟୁରୋ): ବେଆଇନ କାଠ ଜବତ । କଟକ ଜିଲ୍ଲା ଚୌଦ୍ୱାର ଥାନା ବାଣୀପଦାରେ ଉତ୍କଳ ଶିଳ୍ପପୁଞ୍ଜରେ ଡାଲିଯୋଡ଼ା ବନାଞ୍ଚଳ ଅଧିକାରିଙ୍କ ଚଢ଼ାଉ । ସେଠାରେ ବେଆଇନ ଭାବେ କାଠ ଚିରା ଯାଉଥିବା ସହ ବିକ୍ରି ମଧ୍ୟ କରା ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ କଟକ ବିଭାଗୀୟ ବନଖଣ୍ଡ ଅଧିକାରୀ ସଞ୍ଜୟ ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ କଟକ ଜଙ୍ଗଲ ସାହାଯ୍ୟକାରି ରକ୍ଷକ ଡିଭିଜନ ଅଫିସର ମନୋରଂଜନ ସ୍ୱାଇଁ, ଡାଲିଯୋଡା ରେଞ୍ଜର ଅଭିରାମ ଜେନା ଏଵଂ ଲୋକାଲ ଫରେଷ୍ଟର ମନୋରମା ହୋତା ସ୍ବତନ୍ତ୍ର ସ୍ଵାର୍ଡଙ୍କ ସହିତ ଚଡାଉ କରିଥିଲେ । ଲକ୍ଷ୍ୟାଧିକ ଟଙ୍କାର ବେଆଇନ କାଠ ସହିତ ଏକ ଟ୍ରକ ବୋଝେଇ କାଠ, କରତକଳ, ସମସ୍ତ ଯନ୍ତ୍ରପାତି କୁ ସିଲ କରିଥିଲେ । ଘଟଣାସ୍ଥଳରେ ଥିବା ଟ୍ରକ ଚାଳକକୁ ଅଟକ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ