Masthead

୧୩ ଦିନରେ ୧୦ କୋଟି ଡୋଜ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ସଂକ୍ରମଣ କମୁନଥିବା ବେଳେ ଟିକାକରଣରେ ଲଗାତାର ରେକର୍ଡ ସୃଷ୍ଟି କରିଛି ଭାରତ। ୭୦ କୋଟି ଟପିଲା ଟିକାକରଣ । ତେବେ କରୋନା ସହ ଲଢିବା ପାଇଁ ଟିକାକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ବିଶ୍ୱରେ ଦୁଇଟି ନୂଆ ପ୍ରଜାତିର କରୋନା ଭୁତାଣୁ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ବଢିବା ସମ୍ଭାବନା ରହିଛି । ଏହା ମଧ୍ୟରେ ଟିକାକୁ ନେଇ ଆସିଛି ଖୁସି ଖବର ଗତ ୧୩ ଦିନରେ ଦିଆଯାଇଛି ୧୦ କୋଟି ଡୋଜ୍ ।

ଶେଷ ୩ ଦିନ ହେଲା ଲଗାତାର ଭାବେ ପ୍ରତ୍ୟକ ଦିନ କୋଟିଏରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ପ୍ରଥମ ୧୦ କୋଟି ଡୋଜ୍ ଦେବାକୁ ୮୫ ଦିନ ସମୟ ଲାଗିଥିଲା । ୧୦ରୁ ୨୦ କୋଟି ଅର୍ଥାତ ଦ୍ୱିତୀୟ ୧୦ କେଟି ଡୋଜ୍ ପାଇଁ ୪୫ ଦିନ ସମୟ ଲାଗିଥିଲା । ତୃତୀୟ ୧୦ କୋଟି ଡୋଜ୍ ପାଇଁ ୨୪ ଦିନ, ଚତୁର୍ଥ ୧୦ କୋଟି ଡୋଜ୍ ପାଇଁ ୨୦ ଦିନ, ପଂଚମ ୧୦ କୋଟି ଡୋଜ୍ ପାଇଁ ୧୯ ଦିନ ଲାଗିଥିଲା । କିନ୍ତୁ ୬୦ ରୁ ୭୦ କୋଟି ଡୋଜ୍ ଦେବା ପାଇଁ ମାତ୍ର ୧୩ ଦିନ ସମୟ ଲାଗିଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା