Masthead

ପଶ୍ଚିମବଙ୍ଗରେ ନିର୍ବାଚନ କେମିତି ହେଇଛି ଭଗବାନ ହିଁ ଜାଣନ୍ତି !

କଲିକୋତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ନିର୍ବାଚନ ପାଖେଇ ଆସୁଛି । ଏନେଇ ତୃଣମୂଳ କଂଗ୍ରେସ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛି । ଏହା ମଧ୍ୟରେ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟିଙ୍କୁ ଟାର୍ଗେଟ କରି ଗର୍ଜିଥିବାର ଦେଖିବାକୁ ମିଳିଛି । ତେବେ ୨୦୨୧ ରେ ପଶ୍ଚିମବଙ୍ଗରେ କେମିତି ନିର୍ବାଚନ ହୋଇଛି ।

ତାହା ଭଗବାନ ହିଁ ଜାଣନ୍ତି । କେନ୍ଦ୍ର ବାରମ୍ବାର ମିଛ କହିବା ସତ୍ତେ୍ୱ ଟଏମସିକୁ ହରାଇପାରନଥିଲା । ଏପରିକି ପଶ୍ଚିମବଙ୍ଗରେ ଦଳୀୟ କର୍ମୀଙ୍କୁ ଆକ୍ରମଣ କରିବାର ଷଡଯନ୍ତ୍ର ମଧ୍ୟ ରୋଚିଥିଲେ । ପଶ୍ଚିମବଙ୍ଗବାସୀଙ୍କ ମନପରିବର୍ତ୍ତନ କରିବା ପାଇଁ ଅନ୍ୟରାଜ୍ୟରୁ ୧୦୦୦ ଗୁଣ୍ଡା ଆସିଥିଲେ ବୋଲି ମମତା ବାର୍ନାଜୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି