ଚାଉଳରେ ଗଜାନନଙ୍କ ଚିତ୍ର

ପିପିଲି (ବଡ଼ ଖବର ବ୍ୟୁରୋ): ଇଛା ଶକ୍ତି ଆଗରେ କିଛି କରିପାରେ ମଣିଷ । ବିନା ଚିତ୍ର କାଳର ଶିକ୍ଷା ଲାଭରେ ସେ ତାଙ୍କ ପିଲାବେଳୁ ପଢିବା ସାଙ୍ଗକୁ ଚିତ୍ର ଅଙ୍କିବାରେ ରୁଚି ରଖି ଆସୁଛନ୍ତି ସୁଜ୍ଞାନୀ ଭଟ । ପଢା ସମୟରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ବିଭିନ କାର୍ଯ୍ୟ ହେଉ ଅବା ପର୍ବପର୍ବାଣୀ ବନାଇ ଆସୁଛନ୍ତି ରଙ୍ଗ ବେରଙ୍ଗ ମୁରୁଜରେ ଭଳିକି ଭଳି ଚିତ୍ରକଳା । ଏଥର କିନ୍ତୁ କରିଛନ୍ତି ଏକ ଭିନ୍ନ ପ୍ରୟାସ ।

ଗଣେଶ ପୂଜା ଅବସରରେ ଚାଉଳରେ ବନାଇଛନ୍ତି ଗଜାନନ । ଅଗଷ୍ଠ ୧୫ ହେଉ କି ସ୍ଵାଧୀନତା ଦିବସ କି ହେଉ ଓଡିଶାର ଯେ କୌଣସି ପାରମ୍ପରିକ ପର୍ବ ନିଜର କଳା ଓ ଚିତ୍ର ମାଧ୍ୟମରେ ଆଙ୍କି ଦେଇଥାନ୍ତି ଅବିକଳ ଚିତ୍ରର ଝଲକ । ଗଣେଶ ପୂଜାକୁ ଆଖି ଆଗରେ ରଖି ନିଜ ଘରେ ଥିବା ଧଳା କାଗଜ ,ମୋଟା କାଗଜ ,ଅଠା ,ରଙ୍ଗବେରଙ୍ଗର ଭିନ୍ନଭିନ୍ନ ରଙ୍ଗ ସହ ଦଶ ହଜାର ରୁ ଅଧିକ ଚାଉଳରେ ଅତି ସୁନ୍ଦର ଭାବରେ ଆଙ୍କି ଦେଇଛନ୍ତି ପ୍ରଭୁ ଗଜାନନ ଙ୍କ ଚିତ୍ର।

ପରିବାର ଲୋକେ ମଧ୍ୟ ସୁଜ୍ଞାନୀଙ୍କୁ ଏହି ଚିତ୍ର କଳାରେ ସମର୍ଥନ ଜଣାଇଆସୁଛନ୍ତି । ଆର୍ଥିକ ଅଭାବ ହେଉ ଅବା ଉର୍ନତ ମାନର ଚିତ୍ରକଳା ଶିକ୍ଷା ପାଇପାରୁ ନଥିବାରୁ ଘର ଭିତରେ ଅଟକି ରହିଛି ସୁଜ୍ଞାନୀ ଙ୍କ ଚିତ୍ର କଳା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର