Masthead

ବିମାନରେ ଦୋଳି ଖେଳୁଛନ୍ତି ତାଲିବାନୀ

(ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଛି ତାଲିବାନ ଯୁଗ । ଆଫଗାନରେ ଆତଙ୍କବାଦୀ ରାଜ୍ । ପୁରା ଆତଙ୍କବାଦୀଙ୍କ କବଜାରେ ଏବେ ଆଫଗାନିସ୍ତାନ । ଆଫଗାନିସ୍ତାନ ବର୍ତ୍ତମାନ ସମ୍ପୂର୍ଣ୍ଣ ତାଲିବାନ ଦଖଲରେ। ବର୍ତ୍ତମାନ କେବଳ ତାଲିବାନ ଶାସନ ଚାଲିଛି। ୨୦ ବର୍ଷ ତଳେ ଯେଉଁଭଳି ଶାସନ ଥିଲା ସେଭଳି ପୁଣି ତାଲିବାନ କରିବ ଶାସନ । ତାଲିବାନୀମାନେ ଦଖଲ କରିବା ପରେ ଆରମ୍ଭ ହୋଇଯାଇଛି ସେମାନଙ୍କ ଦବଦବା ।

ସବୁଠି ଦେଖିବାକୁ ମିଳିଛି ସେମାନଙ୍କ ମସ୍ତି ମଜାକ । ଏବେ ପୁଣିଥରେ ସେମାନଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେମାନେ ଦୋଳି ଖୋଳୁଥିବା ନଜର ଆସିଛି । ତା ପୁଣି ବିମାନ ବନ୍ଦରରେ ଥିବା ବିମାନ ଡେଣାରେ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଯେଉଁଥିରେ ତାଲିବାନୀମାନେ ଖୁବ୍ ମଜାମସ୍ତି କରୁଛନ୍ତି । ତାଲିବାନୀ ଆତଙ୍କୀମାନେ ବିମାନର ଡେଣାରେ ଦୋଳି ଲଗାଇ ଝୁଲୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା