Masthead

ଭାରତରେ ବନ୍ଦ ହେବ ଫୋର୍ଡ କାରର ଉତ୍ପାଦନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତରେ ଫୋର୍ଡ କାର ପ୍ରେମୀମାନଙ୍କୁ ଶକ୍ତ ଝଟକା ମିଳିଛି । ଭାରତରେ ଫୋର୍ଡ଼ କମ୍ପାନୀ ନିଜର ଉତ୍ପାଦନ ବନ୍ଦ କରିଥିବାର ସୂଚନା ମିଳିଛି । ଏଖବର ସାମ୍ନାକୁ ଆସିବା ପାରେ ସାରା ଦେଶରେ କାର ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଗତ କିଛି ବର୍ଷ ଧରି ଫୋର୍ଡ କମ୍ପାନୀ ପାଖାପାଖି ଦୁଇ ଆରବ ଡଲାର କ୍ଷତି ସହି ଆସୁଥିଲା ।

ଏହା ପରେ ଆମେରିକୀୟ କମ୍ପାନୀ ଫୋର୍ଡ ସହ ଭାରତୀୟ ସହଯୋଗୀ ଫୋର୍ଡ ଇଣ୍ଡିଆ ମିଳିତ ଭାବରେ କାର ଉତ୍ପାଦନ କରିଥିଲେ । ହେଲେ ଫୋର୍ଡ ଇଣ୍ଡିଆ ଆଉ କମ୍ପାନୀ ସହ କୌଣସି ଚୁକ୍ତି କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । ଯାହାଫଳରେ ଭାରତରେ ଆଉ ଫୋର୍ଡ କମ୍ପାନୀର କୌଣସି କାର ଦେଖିବାକୁ ମିଳିବ ନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ