ଅନୁଗୁଳ (ବଡ଼ ଖବର ବ୍ୟୁରୋ) : ଲଗାଣ ବର୍ଷାରେ ଧୋଇହୋଇଗଲା ଗାଁ କୁ ସଂଯୋଗ କରୁଥିବା ପୋଲ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରା ପଞ୍ଚାୟତରେ ଏଭଳି ଘଟଣା ଘଟିଛି । ୨ ବର୍ଷ ପୂର୍ବେ ପୋଲ ନିର୍ମାଣ ହୋଇଥିଲା ।ମାତ୍ର ଏହି ବର୍ଷାରେ ଧୋଇହୋଇ ଯାଇଛି ପୋଲ । ଲୋକମାନେ ଏବେ କିଭଳି ଯାତାୟତ କରିବେ ଏନେଇ ପ୍ରଶ୍ନ ସୃଷ୍ଟି ହେଉଛି । ଏହା ପ୍ରତି ପ୍ରଶାସନ ତୁରନ୍ତ ପଦଷେପ ନିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।