Masthead

ମହାକାଶ କ୍ଷେତ୍ରରେ ବିଦେଶୀ କମ୍ପାନୀଗୁଡ଼ିକର ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅରଗାନାଇଜେସନ ବା ISROକୁ ନେଇ ବଡ଼ ବୟାନ ଦେଲେ ISRO ମୁଖ୍ୟ । ଖବୁଶୀଘ୍ର ବିଦେଶୀ କମ୍ପାନୀ ଗୁଡ଼ିକ ଭାରତରେ ପୁଞ୍ଜି ବିନିଯୋଗ କରିବା ପାଇଁ ଯାଉଛନ୍ତି । ଏପରି ହେବା ଦ୍ୱାରା ମହାକାଶ କ୍ଷେତ୍ରରେ ବିଦେଶୀ ଏବଂ ଭାରତୀୟ କମ୍ପାନୀଙ୍କ ମଧ୍ୟରେ ସହଯୋଗର ଅପାର ସମ୍ଭାବନା ଖୋଲିବ ବୋଲି ଅନୁମାନ କରାଯାଉଛି ।

କେବଳ ଏତିକି ନୁହେଁ ବରଂ ଅନେକ କମ୍ପାନୀ ଭାରତୀୟ ମହାକାଶ କ୍ଷେତ୍ର ପ୍ରତି ଆଗ୍ରହ ଦେଖାଉଛନ୍ତି ବୋଲି କୌଳାଶଭାଦୀଭ ଶିଭାନ କହିଛନ୍ତି । ଆଗାମୀ ଦିନରେ ISRO ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ସୂଚନା ମିଳିଛିା  ଯାହାଦ୍ୱାରା ପରିବର୍ତ୍ତନଶୀଳ ସମୟକୁ ଦୃଷ୍ଟିରେ ରଖି ଅଧିକ ଦାୟିତ୍ୱ ସହିତ ଅଳ୍ପ ସମୟ ମଧ୍ୟରେ ବୈଷୟିକ ପଛୁଆତାକୁ ଦୂର କରାଯାଇ ପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼