ତାମିଲନାଡୁରେ ୩ ଓଡ଼ିଆ ନାବାଳକ ଅଟକ

ଝରିଗାଁ (ବଡ଼ ଖବର ବ୍ୟୁରୋ): ଦାଦନ ଖଟିବାକୁ ଯାଇ ତାମିଲନାଡୁରେ ଅଟକ ରହିଛନ୍ତି ୩ନାବାଳକ। ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ପରିବାରଲୋକେ ପ୍ରସାଶନ ନିକଟରେ ଗୁହାରୀ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚଚ୍ଚା ପଞ୍ଚାୟତ ଭେଜିଗୁଡ଼ା ଗ୍ରାମର ୯ଜଣ ସାଙ୍ଗ ସ୍ଥାନୀୟ ଶ୍ରମିକ ଦଲାଲର ପ୍ରଲୋଚନାରେ ପଡି ଭୁବନେଶ୍ୱରରେ ଯାଇ କମ୍ପାନୀରେ କାମକରିବାକୁ କହି ଘରୁ ବାହାରିଥିଲେ ।

ତେବେ ଭୁବନେଶ୍ୱର ପହଞ୍ଚିବାପରେ ସେମାନଙ୍କୁ ଅନ୍ୟଜଣେ ଦଲାଲ ଭୁବନେଶ୍ୱରରୁ ଚେନ୍ନାଇ ନେଇଯାଇଥିଲେ । ଚେନ୍ନାଇରେ ପହଞ୍ଚିବାପରେ ୯ଜଣ ଶ୍ରମିକଙ୍କୁ ସ୍ଥାନୀୟପୋଲିସ ଅଟକାଇଥିଲା । ସେମାନଙ୍କ ମଧ୍ୟରୁ ୩ଜଣ ନାବାଳକଥିବାରୁ ତାଙ୍କୁ ଅଟକ ରଖି ପରିବାର ସଦସ୍ୟଙ୍କୁ ପୋଲିସ ଖବର ଦେଇଛି । ଘଟଣାର ୧୦ ଦିନ ବିତିଯାଇଥିଲେବି ଅର୍ଥଅଭାବରୁ ପରିବାର ଲୋକମାନେ ଚେନ୍ନାଇ ଯାଇପାରୁ ନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ