Masthead

ୟୁପିରେ ବେଙ୍ଗଲ ପୋଲିସକୁ ଘରେ ବନ୍ଦ କରି ମାରିଲେ ବିଜେପି ସମର୍ଥକ

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ମମତାଙ୍କ ମୁଣ୍ଡ କାଟିବାକୁ ୧୧ ଲକ୍ଷ ଟଙ୍କା ଘୋଷଣା କରିଥିବା ବିଜେପି ନେତାଙ୍କୁ ନେଇ ଆସିଛି ପୁଣି ଏକ ବଡ଼ ଖବର । ବିଜେପି ନେତାଙ୍କୁ ଗିରଫ କରିବାକୁ ଯାଇଥିବା ବେଙ୍ଗଲ ପୋଲିସ ଟିମକୁ ୟୁପିରେ ମାଡ଼ ମରାଯାଇଥିବା ସୂଚନା ସାମ୍ନାକୁ ଆସିଛି । ବିଜେପି ନେତାଙ୍କ ସମର୍ଥକ ମାନେ ବେଙ୍ଗଲ ପୋଲିସକୁ ଗୋଟିଏ ଘରେ ବନ୍ଦ କରି ନିର୍ଧୁମ ମାଡ଼ ମାରିଥିବା ଜଣା ପଡ଼ିଛି । ଖବର ପାଇ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚିଥିଲା । ବିଜେପି ବିଧାୟକ ଓ ସାଂସଦ ମଧ୍ୟ ସେଠାରେ ପହଞ୍ଚି ସିଇଓଙ୍କ ସହ ଯୁକ୍ତି ତର୍କ କରିଥିଲେ ।

ପରେ ୟୁପି ପୋଲିସ ଟିମକୁ ବିଜେପି ସମର୍ଥକଙ୍କ କବଳରୁ ବାହାର କରି ଥାନାକୁ ନେଇଯାଇଥିଲେ । ବିଜେପି ଯୁବ ମୋର୍ଚ୍ଚାର ପୂର୍ବ ମଣ୍ଡଳ ଅଧକ୍ଷ ଯୋଗେଶ ବର୍ଷନେ ୨୦୧୭ ମସିହାରେ ମମତାଙ୍କ ମୁଣ୍ଡ କାଟ ପାଇଁ ୧୧ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଥିଲେ । ଏହି ଘଟଣାରେ ଯୋଗେଶଙ୍କ ବିରୋଧରେ କୋଲକାତାରେ ୩ଟି ମାମଲା ରୁଜୁ କରାଯାଇଥିଲା । ପୂର୍ବରୁ ଅନେକ ଥର ଯୋଗେଶକୁ ଗିରଫ କରିବାକୁ ଆସି ପୋଲିସ ବିଫଳ ହୋଇଥିବା ଏଥର ମଧ୍ୟ ବେଙ୍ଗଲ ପୋଲିସ ଖାଲି ହାତରେ ଫେରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା