ଡିଆରଡିଓ ତଥ୍ୟ ଲିକ୍: ମିଳୁଛି ରହସ୍ୟମୟୀଙ୍କ ତଥ୍ୟ

(ବଡ଼ ଖବର ବ୍ୟୁରୋ): ଡିଆରଡିଓ ତଥ୍ୟ ଲିକ ମାମଲା । ଗିରଫ ଅଭିଯୁକଙ୍କ ଜେରାର ୪ର୍ଥ ଦିନ । ଜେରା ବେଳେ ମିଳୁଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ୨୦୨୦ ଫେବୃଆରୀ ପ୍ରଥମେ ଯୁବତୀ ଜଣକ ଅଭିଯୁକଙ୍କ ସମ୍ପର୍କରେ ଆସିଥିଲେ । ନିୟମିତ ଯୁବତୀଙ୍କ ସହ ହ୍ଵାଟ୍ସଆପ, ଫେସବୁକରେ ଭିଡିଓ କଲରେ ସମ୍ପର୍କରେ ରହୁଥିଲେ । କେତେବେଳେ ଇଂଲଣ୍ଡରେ କାମ କରୁଥିବା ବେଳେ ମିସାଇଲ ଉପରେ ଆଗ୍ରହ ଥିବା କହିଥିଲେ ଯୁବତୀ।

ଆଉ କିଛି ଅଭିଯୁକଙ୍କୁ ରାଜସ୍ଥାନରେ ରହି ପ୍ରେସ ଟ୍ରଷ୍ଟ ବ୍ୟୁରୋରେ କାମ କରୁଥିବା କହିଛନ୍ତି । ଆଉ କାହାକୁ ପୋର୍ଟ ବ୍ଲେୟାରରେ ନର୍ସ କାମ କରିବାକୁ କହିଥିଲେ । କେତେବେଳେ ଚଣ୍ଡିଗଡରେ ସେନାର ଲୋୟର ଡିଭିଜନ କ୍ଲର୍କ କାମ କରୁଥିବା ମଧ୍ୟ ଦେଇଥିଲେ ପରିଚୟ । ଇଂରାଜୀ, ହୀନ୍ଦି ଭାଷାରେ ଦେଢ ବର୍ଷ ଧରି କଥା ହେଉଥିଲେ ଅଭିଯୁକ୍ତ । ସେପଟେ ଆଇପି ଆଡ୍ରେସ କେଉଁଠାରୁ ବ୍ୟବହାର ହେଉଥିଲା ସେ ନେଇ ଖୋଳତାଡ କରାଯାଉଛି । ୟୁକେ ସରକାରଙ୍କୁ ମଗାଯିବ ହ୍ବାଟସ ଆପ ନମ୍ବରର ଡିଟେଲ୍ସ । ଚାନ୍ଦିପୁରରେ ଏୟାରପୋର୍ଟର ପାଇଲଟ ଲେସ ଏୟାରକ୍ରାଫ୍ଟ ପରୀଷଣ ହେଉଥିବାରୁ ଏୟାରଫୋର୍ସ କରୁଛି ତଦନ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!