ଜିଲ୍ଲାପାଳଙ୍କ ବଦଳି ଦାବି

ତିର୍ତୋଲ(ବଡ଼ ଖବର ବ୍ୟୁରୋ): ଜିଲ୍ଲାପାଳଙ୍କ ବଦଳି ଦାବିରେ ଢ଼ିଙ୍କିଆରେ ଗ୍ରାମବାସୀଙ୍କ ମେଳି। ଚାଷୀଙ୍କ ଦୁର୍ବ୍ୟବାହାରକୁ ନେଇ ତେଜିଲା ଜନ ଅସନ୍ତୋଷ। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଡ଼ୁଆ ବଢ଼ିବଢ଼ି ଚାଲିଛି। ୨୦୧୩ ମସିହାରେ ପୋସ୍କୋ ଜମି ଅଧିଗ୍ରହଣ ଅଫିସର୍ ଭାବେ କାର୍ଯ୍ୟ କରୁଥିବା ସମୟରେ ମହିଳା ମାନଙ୍କୁ ଦୁର୍ବ୍ୟବାହାର , ଛୋଟ ପିଲାମାନଙ୍କୁ ଟଣା ଘୋଷଡା କରିବା ସହ ଆନ୍ଦୋଳନ କାରିଙ୍କୁ ନିସ୍ତୁକ ମାଡ଼ ଦେଇଥିଲେ। ଆକ୍ରମଣରେ ଜଣେ ଯୁବକର ମୃତୁ ମଧ୍ୟ ହୋଇଥିଲା ।

ଏରସମା, କୁଜଙ୍ଗ ଏବଂ ବାଲିକୁଦାର ସମୁଦ୍ର କୂଳବର୍ତ୍ତି ଅଧିବାସୀ ଯିଏ ବ୍ୟାଙ୍କ୍ ଜରିଆରେ ଋଣଆଣି ଚିଙ୍ଗୁଡ଼ି ଚାଷ କରୁଛନ୍ତି ତାଙ୍କ ଠାରୁ ଜୋର୍ ଜବର୍ ଦସ୍ତ୍ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିବା ସହ ନିୟମ ବାହାରେ ଫାଇନ ଆଦାୟ କରିଥିଲେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଯାହାକୁ ନେଇ ଆଜି ତିର୍ତୋଲରେ ଚାଷୀଙ୍କୁ ର୍ଦୁବ୍ୟବହାର ନେଇ ଏରସମା ବ୍ଲକ୍ ଢ଼ିଙ୍କିଆରେ ଶତାଧିକ ମହିଳା ଏବଂ ପୁରୁଷ ଫୁଲ ଖାଇ ମନ୍ଦିର ପ୍ରାଙ୍ଗଣରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇଛି। କୃଷକକୁ ଦୁର୍ବ୍ୟବାହାର କରିଥିବା ଜିଲ୍ଲାପାଳଙ୍କୁ ତୁରନ୍ତ ରାଜ୍ୟ ସରକାର ବଦଳି କରନ୍ତୁ ବୋଲି ଆନ୍ଦୋଳନକାରୀ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!