Masthead

ଅଜଣା ରୋଗର ଶିକାର ଶିଶୁ

ଭୁବନ(ବଡ଼ ଖବର ବ୍ୟୁରୋ): ଅଜଣା ରୋଗର ଶିକାର ଛଅ ବର୍ଷର ଶିଶୁ କନ୍ୟା । ଖେଳିବା ବୁଲିବା ବୟସରେ ପାଲଟି ଯାଇଛି ପଙ୍ଗୁ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଜୟପୁର ଗ୍ରାମ ଉପର ସାହିରେ । ଗ୍ରାମର ଟୋଲି ମଲିକଙ୍କ ଝିଅ ମନୋସ୍ମିତା ।

ଝିଅକୁ ଅଢେଇ ବର୍ଷ ବୟସରେ ଏକ ଅଜଣା ରୋଗ ମାଡିବସିଲା । ବାପାମାଆ ଯାହା ଥିଲା ବିକି ଭାଙ୍ଗି ଝିଅର ଚିକିତ୍ସାରେ ସାରିଦେଲେ । ଅପରେସନ ପରେ ଭଲ ହୋଇଯିବ ବୋଲି କହିଛନ୍ତି ଓଲଟପୁର ଡାକ୍ତର । କିନ୍ତୁ ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା। ଯଦି ସରକାର ଓ ପ୍ରଶାସନ ତରଫରୁ ସାହାଯ୍ୟ ମିଳନ୍ତା ତେବେ ଶିଶୁ କନ୍ୟାଟି ଭଲହୋଇ ପାରନ୍ତା । ପୁଣି ଖେଳି ବୁଲି ପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼