Masthead

ଆପରେ ମିଶିବେ କି ସୋନୁ ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଖୁବଶୀଘ୍ର ଅଭୀନେତା ସୋନୁ ସୁଦଙ୍କୁ ନେଇ ଏକ ବଡ ଖବର ଆସିପାରେ । ତେବେ ନିକଟରେ ବଲିଉଡ ଅଭିନେତା ସୋନୁ ସୁଦ କିଛି ବିବାଦରେ ଛନ୍ଦି ହୋଇଯାଇଥିଲେ । ହେଲେ ଏବେ ସେ ଖୁବ ଶୀଘ୍ର ଆମ ଆଦମୀ ପାର୍ଟିରେ ସାମିଲ ହୋଇପାରନ୍ତି । ସୋନୁ ଆମ ଆଦମୀ ପାର୍ଟିରେ ସାମିଲ ହେବା ନେଇ ଖୁବ ଚର୍ଚ୍ଚା ହେଉଛି ।

ଗତ ବୁଧୁବାର ସୋନୁଙ୍କ ସହ ଆପ ଦଳର ନେତାଙ୍କ ସହ ବୈଠକ ହୋଇଥିବା ସୂଚନା । ବୈଠକ ପରେ ସୋନୁ ସୁଦ ଆପ ଦଳର ସଦସ୍ୟ ହୋଇପାରନ୍ତି । ଖାଲି ଏତିକି ନୁହେଁ ସୋନୁଙ୍କୁ ଆପ ଦଳରେ ସାମିଲ କରିବା ପାଇଁ ଏହି ବୈଠକ ହୋଇଥିଲ ବୋଲି ଜଣାପଡିଛି । ୨୦୨୨ରେ ଗୁଜୁରାଟରେ ନିର୍ବାଚନ ହେବାକୁ ଥିବା ବେଳେ ଏବେ ଏହି ଖବର ସମସ୍ତଙ୍କୁ ଚକିତ କରିଛି । ତେବେ ଗତ କିଛି ଦିନ ତଳେ ଅରବିନ୍ଦ କେଜ୍ରିୱାଲ ସୋନୁ ସୁଦଙ୍କୁ ଭେଟିଥିଲେ । ଏମିତିକି ଗତ ଅଗଷ୍ଟ ମାସରେ ଆପ ଦଳ ପକ୍ଷରୁ ସୋନୁଙ୍କୁ ଦେଶ କି ମେଣ୍ଟର କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର କରାଯାଇଥିଲା । କରୋନା କାଳରେ ସୋନୁ ସୁଦ ପ୍ରବାସୀ ଶ୍ରମିକଙ୍କୁ ସାହାର୍ଯ୍ୟ କରି ସମସ୍ତଙ୍କଠୁ ଅନେକ ପ୍ରଶଂସା ସାଉଟିଥିଲେ । ତେବେ ଏବେ ଆପରେ ସୋନୁଙ୍କ ସାମିଲ ହେବା ନେଇ ଚର୍ଚ୍ଚ ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼