Masthead

ଶେଷ ଦିନରେ ପ୍ରଚାର କରିବେ ବିଜେପିର ୮୦ ହେଭିୱେଟ ନେତା

କୋଲକାତା(ବଡ଼ ଖବର ବ୍ୟୁରୋ): ସାରା ଦେଶର ନଜର ବର୍ତ୍ତମାନ ପଶ୍ଚିମବଙ୍ଗ ଉପନିର୍ବାଚନ ଉପରେ ରହିଛି । ଏନେଇ ପଶ୍ଚିମବଙ୍ଗର ଭବାନୀପୁରରେ ନିର୍ବାଚନ ଜୋରଦାର ଚାଲିଛି । ଶାସକ ଦଳ କେତେବେଳେ ନିଜର ଶକ୍ତିପ୍ରଦର୍ଶନ କରୁଥିବାବେଳେ ଆଉ କେତେବେଳେ ବିରୋଧୀ ଦଳ ଦମ ଲଗାଇ ପ୍ରଚାର କରିବାରେ ଲାଗିଛି । ଏହା ମଧ୍ୟରେ ବିଜେପିର ୮୦ ହେଭିୱେଟ ନେତା ନିର୍ବାଚନ ମଇଦାନରେ ଓହ୍ଲାଇବେ ବୋଲି ସୂଚନା ମିଳିଛି । ତେବେ ଭବାନୀପୁରରେ ଆସନ୍ତା ୩୦ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି ।

ଏହି ଉପନିର୍ବାଚନ ବିଶେଷ କରି ମମତା ବାନାର୍ଜୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାହିଁକିନା ସେ ଯଦି ନିର୍ବାଚନ ହାରିବେ ତାହାଲେ ତାଙ୍କର ମୁଖ୍ୟମନ୍ତ୍ରୀ ପଦକୁ ହାରାଇବସିବେ । ତେଣୁ ମମତା ନିଜର ସବୁ ଦମ ଦେଖାଇ ନିର୍ବାଚନ ମଇଦାନରେ ପ୍ରଚାର କରିଛନ୍ତି । ଅନ୍ୟପଟେ ମମତାଙ୍କୁ କଡ଼ା ଟକ୍କର ଦେବା ପାଇଁ ବିଜେପି ପ୍ରର୍ଥୀ ପ୍ରିୟଙ୍କା ତିବ୍ରେୱାଲ ବାରମ୍ବାର ପ୍ରଚାର କରିଆସୁଛନ୍ତି । ପ୍ରଚାରର ଶେଷ ଦିନରେ ମମତାଙ୍କୁ ଟାର୍ଗେଟ କରି ବିଜେପି ଦଳର ୮୦ ହେଭିୱେଟ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି । ଏହା ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ପ୍ରତି ବ୍ଲକ ପିଛା ୧୦ ନେତାଙ୍କୁ ଦାୟିତ୍ୱ ଦେଇଛି । କ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ