Masthead

ଲଜ୍ଜା: ଶିଶୁ ଯୌନ ନିର୍ଯାତନାରେ ଓଡ଼ିଶା ନମ୍ବର ୱାନ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପାଇଁ ଲଜ୍ଜା । ରାଜ୍ୟରେ ବଢିଚାଲିଛି ଶିଶୁ ଯୌନ ନିର୍ଯାତନା ମାମଲା । ଜାତୀୟସ୍ତରରେ ଓଡ଼ିଶା ହେଉଛି ବଦନାମ୍ । ସଦ୍ୟ ପ୍ରକାଶିତ ଜାତୀୟ ଅପରାଧିକ ବ୍ୟୁରୋ ରିପୋର୍ଟ ଅନୁସାରେ ଓଡ଼ିଶାରେ ଶିଶୁ ଯୌନ ନିର୍ଯାତନା ସମଗ୍ର ଦେଶରେ ସର୍ବାଧିକ । ଏହି ରିପୋର୍ଟ ଅନୁସାରେ ୨୦୧୮ ରେ ଓଡ଼ିଶା ପ୍ରଥମରେ ଥିବା ବେଳେ ୨୦୧୯ରେ ପୁଣି ସେହି ସ୍ଥାନ ବଜାୟ ରଖିଛି ।

ପୋକ୍ସୋ ଆକ୍ଟ (୧୪ ଏବଂ ୧୫) ଅନୁଯାୟୀ ୨୦୧୯ରେ ରାଜ୍ୟରେ ୫୪୨ଟି ଶିଶୁ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଛି । ୨୦୧୮ରେ ୩୩୩ଟି ମାମଲା ରୁଜୁ ହୋଇଥିଲା । ଏହା ଦେଶର ସର୍ବାଧିକ ଶିଶୁ ଯୌନ ନିର୍ଯାତନା ମାମଲା ହୋଇଥିବାରୁ ଓଡ଼ିଶାର ସ୍ଥାନ ପ୍ରଥମରେ ଥିଲା । ୨୦୧୭ରେ ଓଡିଶାରେ ମାତ୍ର ୮ଟି ମାମଲା ରୁଜୁ ହୋଇଥିଲା । ରିପୋର୍ଟରେ ରାଜ୍ୟର ସ୍ଥାନ ଥିଲା ୭ । ମାତ୍ର ଶେଷ ଦୁଇବର୍ଷ ଏହି ଧରଣର ମାମଲା ବଢ଼ିଯାଇଛି । ସେପଟେ ୨୦୧୯ରେ ବିହାରରେ ୧୬୪ଟି ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଥିଲା । ଏହି ରିପୋର୍ଟ ଅନୁସାରେ ବିହାର ଦ୍ୱତୀୟ ସ୍ଥାନରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି