Masthead

ହେଲପ ବଡ଼ ଖବର ଅଭିଯାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବଡ଼ ଖବର । ଲୋକଙ୍କ ଚ୍ୟାନେଲକୁ ଚଳାଇବାର ଦାୟିତ୍ୱ ଆପଣମାନଙ୍କର । ସାଢେ ଚାରିକୋଟି ଜନତାଙ୍କର । ହେଲେ ଚ୍ୟାନେଲ ଚଳାଇବାକୁ ହେଲେ ଅର୍ଥର ଆବଶ୍ୟକତା ଅଛି । ବଡ଼ ଖବରକୁ ସାହାର୍ଯ୍ୟ କରନ୍ତୁ । ଆପଣଙ୍କ କିଞ୍ଚିତ ସାହାଯ୍ୟ ଏକ ନିରପେକ୍ଷ ଗଣମାଧ୍ୟମକୁ ବଞ୍ଚାଇପାରିବ ।

ଲୋକଙ୍କ କଥା କହୁଛି ‘ବଡ଼ ଖବର’ । ଦଳିତ ନିସ୍ପେଷିତଙ୍କ ସ୍ୱର ସାଜିଛି ଲୋକଙ୍କ ଚ୍ୟାନେଲ । ହେଲେ ଏହାକୁ ଚଳାଇବାର ଦାୟିତ୍ୱ ଆପଣମାନଙ୍କର । ସାଢେ ଚାରିକୋଟି ଜନତାଙ୍କର । କାରଣ ଏହାର ମାଲିକ ନା ପଞ୍ଜିପତି ନା ରାଜନେତା । ଏହାର ମୁଖିଆ ପ୍ରଭୁ ଶ୍ରୀଜଗନ୍ନାଥ । ଜଗତପତି କାଳିଆସାଆନ୍ତ । ହେଲେ ବଡ଼ ଖବରକୁ ଚଳାଇବାକୁ ହେଲେ ଅର୍ଥର ଆବଶ୍ୟକତା ରହିଛି । ଯେଉଁଥିପାଇଁ ‘ହେଲପ୍ ବଡ଼ ଖବର ଅଭିଯାନ’ ଆରମ୍ଭ କରିଛି ଲୋକଙ୍କ ଚ୍ୟାନେଲ ।

‘ହେଲପ ବଡ଼ ଖବର ଅଭିଯାନ’ ଆରମ୍ଭ ହୋଇସାରିଛି । ପ୍ରତ୍ୟେକ ମାସ ୭ ତାରିଖରେ ପାଳନ ହେଉଛି ‘ବଡ଼ ଖବର’ ଦିବସ । ଏହି ଦିନରେ ଆପଣଙ୍କ ପାଖକୁ ଆମ ଟିମ୍ ପହଞ୍ଚିବ । ଆପଣଙ୍କ କିଞ୍ଚିତ ସାହାଯ୍ୟ ଏକ ନିରପେକ୍ଷ ଗଣମାଧ୍ୟମକୁ ବଞ୍ଚାଇପାରିବ ।

ଲୋକଙ୍କ ଚ୍ୟାନେଲକୁ ସାହାଯ୍ୟ କରନ୍ତୁ । ଗଣତନ୍ତ୍ରକୁ ସୁଦୃଢ କରନ୍ତୁ । ଆମ ନମ୍ବର ହେଉଛି ୬୩୭୦୭୦୧୨୦୧କୁ ଫୋନ ପେ’, ଗୁଗଲ ପେ, ପେଟିଏମ୍, ଆମାଜନ ପେ ଜରିଆରେ ମଧ୍ୟ ସହାୟତା କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ