କୁଆଡେ ଗଲା ରେଳ ‘କବଚ’?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ, ୧୦୦୦ରୁ ଅଧିକ ଲୋକ ଆହତ ଏହି ଅଘଟଣ ଘଟିବା ପୂର୍ବରୁ କୁଆଡେ ଗଲା ‘କବଚ’ । ଏହି ହୃଦୟ ବିଦାରକ ମୃତ୍ୟୁ ପାଇଁ କିଏ ଦାୟୀ? ୨୦୨୨ ମାର୍ଚ୍ଚରେ ରେଳ ମନ୍ତ୍ରୀ ଏକ ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ଟେକ୍ନୋଲୋଜି ସମ୍ଭନ୍ଧରେ ସୂଚନା ଦେଇଥିଲେ । ଦୁଇଟି ଟ୍ରେନ ଯଦି ଭୁଲବଶତଃ ଗୋଟିଏ ଟ୍ରାକରେ ଆସିଯାଏ ତେବେ ଦୁଇଟି ଟ୍ରେନ ପାଖାପାଖି ହେବା ପୂର୍ବରୁ କବଚ ଏଥିରେ ବ୍ରେକ ଲଗାଇଥାଏ । ଯାହା ଫଳରେ ଦୁର୍ଘଟଣା ହେବନାହିଁ । ରେଡ ଲାଇଟ ପୂର୍ବରୁ ଟ୍ରେନର କବଚ ଟ୍ରେନର ସ୍ପିଡକୁ କମ କରିଦେବ । ଏପରିକି ଗେଟ ପୂର୍ବରୁ ମଧ୍ୟ ଟ୍ରେନର ସ୍ପିଡ କମ ହୋଇଯିବ । କୁଆଡେ ଗଲା ଏହି ପ୍ରୋଟେକ୍ସନ ଟେକ୍ନୋଲୋଜି । ଆଜି କଣ ପାଇଁ ରେଳ ‘କବଚ’ କାମରେ ଲାଗିଲା ନାହିଁ ବୋଲି ପ୍ରଶ୍ନ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ