Masthead

ବନବିଭାଗର ଚୋରା କାରବାର ପର୍ଦାଫାସ

ବାନପୁର(ବଡ଼ ଖବର ବ୍ୟୁରୋ): ବନବିଭାଗର ଚୋରା କାରବାର ପର୍ଦାଫାସ । ବାଲୁଗାଁ ରେଞ୍ଜ ଅରାଙ୍ଗ ୬ ନମ୍ବର ସେକ୍ସନ କିଆଗରଡ଼ା ଗ୍ରାମ ନିକଟରେ ବନବିଭାଗଙ୍କ ଓ ମାଫିଆଙ୍କ ଉପସ୍ଥିତିରେ ଲକ୍ଷାଧିକ ଟଙ୍କାର କାଠ ଚୋରି କରିବା ସମୟରେ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି କାଠ ଜବତ କରିବା ସହ ୩ ଜଣ ବନବିଭାଗ କର୍ମଚାରୀଙ୍କୁ ଅଟକ ରଖିଛନ୍ତି । ବିଗତ ଦିନମାନଙ୍କରେ ବନବିଭାଗ ଦ୍ଵାରା ସାଗୁଆନ କାଠର ଚୋର ଚାଲାଣ ଆଜି ଧରପଡିବା ପରେ ପର୍ଦାଫାସ ହୋଇଛି ।

ବନବିଭାଗ ଜଙ୍ଗଲକୁ ରକ୍ଷା କରୁଥିବା ସମୟରେ ଭାରତର ସର୍ବ ବୃହତ ସଂରକ୍ଷଣ ଜଙ୍ଗଲ ଦାମିଆ ବରାବରା ଜଙ୍ଗଲର ଦାୟିତ୍ୱ କିଭଳି ଭାବେ ପରିଚାଳନା କରୁଛନ୍ତି ଆଜି ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳୁଛି ବାଲୁଗାଁ ରେଞ୍ଜ ଅରାଙ୍ଗ ୬ ନମ୍ବର ସେକ୍ସନରେ କିଆଗରଡ଼ା ନିକଟରେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼