Masthead

ଓଡ଼ିଶାରେ ଆଖି ଦେଖୁଛି ଆନ୍ଧ୍ର

କୋଟିଆ(ବଡ଼ ଖବର ବ୍ୟୁରୋ): ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ଆଧିପତ୍ୟ ବଢାଇବାରେ ଲାଗିଛି। ବଳପୂର୍ବକ ସୀମାନ୍ତ ଅକ୍ତିଆର କରିବାକୁ ଅଡିବସିଛି। ଓଡ଼ିଶା ସରକାରଙ୍କୁ ଚ୍ୟାଲେଞ୍ଜ କରୁଛି । କୋଟିଆର ବିଭିନ୍ନ ଗାଁରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିଛି ଆନ୍ଧ୍ର। ସୀମାରେ ପଶି ଓଡ଼ିଶା ଲୋକଙ୍କ ଆଖି ଦେଖୁଛି ଆନ୍ଧ୍ର। ସୀମାନ୍ତ କୋଟିଆ ଅଞ୍ଚଳର ଫାଟୁସେନେରୀ ଏବଂ ସଲପଗୁଡା ଗାଁରେ ଚକ୍ଷୁ ଚିକିତ୍ସା ଶିବିର କରି ଲୋକମାନଙ୍କର ମାଗଣା ଆଖି ପରୀକ୍ଷା କରାଇଛି ଆନ୍ଧ୍ର । ଓଡିଶା-ଆନ୍ଧ୍ର ସୀମା ବିବାଦ ଜାରି ରହିଥିବା ବେଳେ ଗତ କିଛି ଦିନ ହେଲା ଏହା ତୀବ୍ର ହେବା​‌ରେ ଲାଗିଛି । କୋଟିଆବାସୀଙ୍କୁ ଆନ୍ଧ୍ର ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି।  ମାଗଣା ଚକ୍ଷୁ ଚିକିତ୍ସା ଶିବିର କରି ଓଡିଶା ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛି ଜଗନମୋହନ ସରକାର । ଏପଟେ ସବୁ ଜାଣି ନିଦା ବିଷ୍ଣୁ ପାଲଟିଛନ୍ତି ନବୀନ ସରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ