Masthead

ଟାଟା ପାୱାର ନାଁରେ ଯୋଡ଼ି ହେଉଛି ଅଭିଯୋଗର ଫର୍ଦ୍ଦ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଟାଟା ପାୱାର ନାଁରେ ଯୋଡ଼ି ହେଉଛି ଅଭିଯୋଗର ଫର୍ଦ୍ଦ । ୯ ଘଣ୍ଟିଆ ବିଦ୍ୟୁତ କାଟ ନେଇଗଲା ୩ ନିରୀହ ଜୀବନ । ଟାଟା ପାଓ୍ବାର ବିଦ୍ୟୁତ କାଟି ଦେଲେ । ପାଣି ଆସିଲା ନାହିଁ , ବାଧ୍ୟ ହୋଇ ମହାନଦୀ ଗାଧୋଇବାକୁ ଯାଇ ଭାସିଗଲେ । ସୋମବାର ସମ୍ବଲପୁର ପେନସନ ପଡାର ଗୋଟିଏ ପରିବାର ୩ ଜଣ ବାପ, ପୁଅ ଓ ଝିଅ ମହାନଦୀର ଦଲେଇପଡା ଘାଟରେ ଗାଧୋଇବା ସମୟରେ ଭାସି ଯାଇ ମୃତ୍ୟ ବରଣ କରିଛନ୍ତି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଟାଟା ପାଓ୍ଵାର ଖାମଖିଆଲି ମନୋଭାବ ଯୋଗୁ ଜୀବନ ଯାଇଥିବା ଅଭିଯୋଗ ହେଉଛି । ଏଥିପାଇ ସିଧା ସଳଖ ଟାଟ ପାଓ୍ଵାରକୁ ଦାୟୀ କରି ଅଭିଯୋଗ କରିଛନ୍ତି ପଡୋଶୀ । ତେବେ ଟାଟା ପାୱାର ପକ୍ଷରୁ ଉକ୍ତ ପରିବାରକୁ କ୍ଷତିପୂରଣ ଦିଆଯିବା ସହ ଟାଟା ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ସ୍ଥାନୀୟ ବିଜେପି ନେତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା