Masthead

କୋଟିଆରେ ଆନ୍ଧ୍ର କରୁଛି ଗ୍ରାମସଭା

କୋଟିଆ (ବଡ଼ ଖବର ବ୍ୟୁରୋ): କୋଟିଆରେ ଆନ୍ଧ୍ର କରୁଛି ଗ୍ରାମସଭା । ଆନ୍ଧ୍ରର ବରିଷ୍ଠ ଅଧିକାରୀମାନେ ଗ୍ରମସଭା କରୁଥିବା ସୂଚନା ପାଇଛନ୍ତି ପଟାଙ୍ଗୀ ବିଡିଓ । ପଟାଙ୍ଗୀ ବିଡିଓ କୋଟିଆ ଗସ୍ତକରି ଓଡ଼ିଶାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଥିବାବେଳେ ଆନ୍ଧ୍ରର ଅଧିକାରୀମାନେ ଗଂଜେଇପଦର ପଞ୍ଚାୟତରେ ସରପଞ୍ଚ ଦିବାକର ଗେମେଲଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଗ୍ରାମସଭାର ଆୟୋଜନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ସାଲୁର ମଣ୍ଡଳ ଏମ ଏସ ଓ ତଥା ସ୍ପେଶାଲ ଅଫିସର ଜି ମଧୁସୂଦନ ରାଓ, ସିଭିଲ ସପ୍ଲାଇ ଡେପୁଟି ତହସିଲଦାର ଜି ଚନ୍ଦ୍ରଶେଖର, ଏମ ଡ଼ି ଓ ତଥା ବିଡିଓ ଜି ପାର୍ବତୀ, କୋଟିଆ ନିମନ୍ତେ ଆନ୍ଧ୍ର ନିଯୁକ୍ତି କରିଥିବା ପୋଲିସ କର୍ମଚାରୀ ତଥା ଏ ଏସ ଆଇ ରାମ କ୍ରିଷ୍ଣା, ହେଡ କନେଷ୍ଟେବଲ ରାମା ରାଓ ଏବଂ ଅନ୍ୟ ସରକାରୀ କର୍ମଚାରୀ ଏବଂ ପୂର୍ବତନ ସ୍ଥାନୀୟ ସରପଞ୍ଚ ତଥା ଏମ ପି ଟି ସି ବିଶୁ ଗେମଲ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଇଥିଲା। ପ୍ରଶାସନିକ ଅଧିକାରୀ ଗଣ ଆନ୍ଧ୍ର ସରକାରଙ୍କ ପେନସନ, ରେସନ ତଥା ସମସ୍ତ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି