Masthead

ଚୋର ବେକରେ ଚିଙ୍ଗୁଡ଼ି ମାଳ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଚିଙ୍ଗୁଡ଼ି ଚୋରକୁ ଧରି ସ୍ଥାନୀୟ ଚାଷୀ ଦେଲେ ଉତ୍ତମ ମଧ୍ୟମା ବେକରେ ପଡିଛି ଚିଙ୍ଗୁଡ଼ି ମାଳ । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗରେ. ଅସ୍ତରଙ୍ଗ ଅଂଚଳ ଅନେକ ନଦୀ କୁଳିଆ ଲୋକେ ଚିଙ୍ଗୁଡ଼ି ଘେରି କରି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ଚିଙ୍ଗୁଡ଼ି ଘେରିରୁ ଚିଙ୍ଗୁଡ଼ି ରାତିରେ ପ୍ରତେକ ଦିନ ଚୋରି କରି ନିଏ ଜଣେ ବ୍ୟକ୍ତି । ଅସ୍ତରଙ୍ଗ ଅଂଚଳର ଏହି ଯୁବକ ଜଣକ ପ୍ରତେକ ଦିନ ବିଳମ୍ବିତ ରାତିରେ ବିଭିନ୍ନ ଚିଙ୍ଗୁଡ଼ି ଘେରି ବା ଚିଙ୍ଗୁଡ଼ି ଚାଷ କରାଯାଉଥିବା ପୋଖରୀକୁ ଯାଇ ଜାଲ ପକାଇ ଚିଙ୍ଗୁଡ଼ି ଓ ମାଛ ଚୋରି କରି ନିଏ ।

ଗତକାଲି ରାତିରେ ଏହି ଚୋର ଆସିଥିଲା ଚିଙ୍ଗୁଡ଼ି ଧରିବାକୁ । ଚିଙ୍ଗୁଡ଼ି ଘେରି ଉପରେ ଲକ୍ଷ ରଖିଥିଲେ ଚାଷୀ ଓ ସ୍ଥାନୀୟ ଲୋକ । ବିଳମ୍ବିତ ରାତ୍ରରେ ଚୋର ବ୍ୟାଗ ଧରି ସବୁଦିନ ଭଳି ବେଫିକର ହୋଇ ଆସିଥିଲା ଚିଙ୍ଗୁଡ଼ି ଚୋରି କରିବାକୁ । ଜାଲ ପକାଇ ଚିଙ୍ଗୁଡ଼ି ମଧ୍ୟ୍ୟ ଧରିଲା । ଏହାକୁ ସବୁ ସ୍ଥାନୀୟ ଲୋକେ ଲୁଚି ଦେଖୁଥିଲେ । ପରେ ତାଙ୍କୁ କାବୁ କରିଥିଲେ । ଚିଙ୍ଗୁଡ଼ିରେ ଏକ ମାଳ କରି ଚୋରକୁ ପିନ୍ଧାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ