Masthead

ରାମ ରହିମଙ୍କ ସମେତ ପାଞ୍ଚ ଜଣଙ୍କର ଆଜି ହେବ ଶୁଣାଣି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଡେରାମୁଖ୍ୟ ରାମ ରହିମଙ୍କ ସମେତ ପାଞ୍ଚ ଜଣଙ୍କର ଆଜି ଶୁଣାଣି ହେବାକୁ ଯାଉଛି । ପ୍ରସିଦ୍ଧ ରଣଜିତ ସିଂହ ହତ୍ୟା ମାମଲାରେ ୧୯ ବର୍ଷ ପରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଡେରାମୁଖ୍ୟ ରାମ ରହିମ ସିଂହଙ୍କ ସମେତ ପାଞ୍ଚ ଜଣ ଦୋଷୀଙ୍କୁ ଦଣ୍ଡିତ କରିବେ ।

ଏନେଇ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଧ୍ୟାନରେ ରଖିଛି । ସହରର ସୁରକ୍ଷା ପାଇଁ ୭୦୦ ଯବାନଙ୍କୁ ନିୟୋଜିତ କରିଥିବାର ସୂଚନା ମିଳିଛି । ଅନ୍ୟପଟେ ସିବିଆଇ ପଞ୍ଚକୁଲା ସ୍ୱତନ୍ତ୍ର କୋର୍ଟ ହତ୍ୟା ମାମଲାରେ ଦୋଷୀ ଗୁରୁମିତ ରାମ ରହୀମଙ୍କୁ ତୃତୀୟ ଥର ପାଇଁ ଦଣ୍ଡିତ କରିବେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ 🔴 ହର୍ମୁଜ ପାଇଁ ଏକାଠି ହେଲେ ୬ଦେଶ 🔴 ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ 🔴 ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା 🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ 🔴 ହର୍ମୁଜ ପାଇଁ ଏକାଠି ହେଲେ ୬ଦେଶ 🔴 ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ 🔴 ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା 🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’