Masthead

NHRC ର ସ୍ଥାପନା ଦିବସରେ ଏପରି କହିଲେ ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜାତୀୟ ମାନବାଧିକାର ଆୟୋଗ ବା NHRC ର ସ୍ଥାପନା ଦିବସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିକ କରିଛନ୍ତି । ତେବେ ଦେଶ ଯେତେବେଳେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ ଏହି ଘଟଣା ଘଟିଛି । ଭାରତ ସମଗ୍ର ବିଶ୍ୱକୁ ଅଧିକାର ଏବଂ ଅହିଂସା ମାର୍ଗର ପରାମର୍ଶ ଦେଇଛି । ଏପରିକି ସମଗ୍ର ବିଶ୍ୱ ଆମର ବାପୁଙ୍କୁ ମାନବିକ ଅଧିକାର ମୂଲ୍ୟ ଭାବରେ ଦେଖିଥାନ୍ତି ।

ଏହା ସହ ମୁଁ ସନ୍ତୁଷ୍ଟ ଯେ ଜାତୀୟ ମାନବ ଅଧିକାର ଆୟୋଗ ଭାରତର ନୈତିକ ସଂକଳ୍ପକୁ ଶକ୍ତି ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । କେବଳ ଏତିକି ନୁହେଁ ବରଂ ସ୍ୱାଧୀନତା ପରେ ମଧ୍ୟ ସମାନତା ଏବଂ ମାନବିକ ଅଧିକାର ସହ ଭାରତ କ୍ରମାଗତ ଭାବରେ ଏକ ନୂତନ ଦୃଷ୍ଟିକୋଣ ଦେଇଛି । ଦୁନିଆ ସାମ୍ନାରେ ଏପରି ଅନେକ ଘଟଣା ଘଟିଛି ଯେତେବେଳେ ଦୁନିଆ ଦ୍ୱନ୍ଦରେ ପଡ଼ିଛି । କିନ୍ତୁ ଭାରତ ମାନବିକ ଅଧିକାର ପ୍ରତି ପ୍ରତିବଦ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ