Masthead

ସିଦ୍ଧୁଙ୍କ ଭାଗ୍ୟ ନିର୍ଣ୍ଣୟ ଆଜି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ପଞ୍ଜାବ କଂଗ୍ରେସରେ ନବଜୋତ ସିଂହ ସିଦ୍ଧୁଙ୍କ ସଭାପତି ପଦକୁ ନେଇ ସଂଶୟ ଲାଗି ରହିଛି। ଏହା ମଧ୍ୟରେ ନବଜୋତ ସିଂହ ସିଦ୍ଧୁଙ୍କୁ ଗୁରୁବାର ଦିଲ୍ଲୀରୁ ଡକରା ଆସିଛି। ଦିଲ୍ଲୀରେ ସିଦ୍ଧୁ ପଞ୍ଜାବ ପ୍ରଭାରୀ ହରିଶ ରାଓ୍ଵତଙ୍କ ସହିତ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସଂପାଦକ କେସି ବେଣୁଗୋପାଳଙ୍କୁ ଭେଟିବେ।

ପ୍ରଦେଶ କଂଗ୍ରସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦବା ତାଙ୍କ ପାଇଁ ଚିନ୍ତା ବଢିଯାଇଛି । ସିଦ୍ଧୁଙ୍କ ଭବିଷ୍ୟତର ଫୈସଲା ଗୁରୁବାର ହୋଇପାରେ । ରାଷ୍ଟ୍ରିୟ ସଂଗଠନ ମହାସଚିବ କେ ସି ବେଣୁଗୋପାଲ ଏବଂ ପଞ୍ଜାବ ପ୍ରଭାରୀ ହରିଶ ରାୱାତଙ୍କ ସହ ହେବାକୁ ଥିବା ବୈଠକରେ ସିଦ୍ଧୁଙ୍କ ପଦ ସ୍ଥିର ହେବ । ଯଦି ନିର୍ବାଚନ ପର୍ଯ୍ୟନ୍ତ ସେ ନୀରବ ରହିବାର ସର୍ତ୍ତ ମାନନ୍ତି ତେବେ ତାଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା