Masthead

ଏଲଆଇସି ଅଫିସ ଭିତରେ ଫୁଟିଲା ଗୁଳି

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ଏଲଆଇସି ଅଫିସ ଭିତରେ ଫୁଟିଲା ଗୁଳି। ଅଳ୍ପକେ ବର୍ତିଗଲେ ଉଭୟ କର୍ମଚାରୀ ଓ ଗ୍ରାହକ। ଢେଙ୍କାନାଳ ରଥଗଡା ସ୍ଥିତ ଏଲଆଇସି ଅଫିସ ରୁ ଟଙ୍କା ନେବା ପାଇଁ ସିଏମଏସର ଏକ ଗାଡ଼ି ଆସିଥିଲା। ସିଏମଏସ ଗାଡ଼ି ସହିତ ଆସିଥିବା ସିକୁରିଟି ଜଣକ ଅଫିସ୍ ଭିତରେ ବନ୍ଧୁକ ଧରି ଛିଡା ହୋଇଥିବା ବେଳେ ହଠାତ୍ ଗୁଳି ଫୁଟି ଯାଇଥିଲା।

ଗୁଳି ଫୁଟି ଛାତର ସିଲିଂ କଣା ହେଇଯାଇଛି। ଭୁଲ୍ ବଶତ ବନ୍ଧୁକଟି ତଳେ ମାଡ଼ ହେଇ ଗୁଳି ଫୁଟି ଯାଇଥିବା ସିକୁରିଟି ପ୍ରତିକ୍ରିୟା ରଖିଛନ୍ତି। ଘଟଣା ସ୍ଥଳରେ ଟାଉନ ଥାନା ଆଇଆଇସି ପଂହଛି ତଦନ୍ତ ଜାରି ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ