Masthead

ଏଣିକି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ RT-PCR ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ବର୍ତ୍ତମାନ କରୋନା ଆୟତ୍ତ୍ୱ ହେବାରେ ଲାଗିଛି । ହେଲେ କେନ୍ଦ୍ର ସରକାର ଏହାକୁ ଅଣଦେଖା ନକରି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେବେ ବିଦେଶରୁ ଆସୁଥିବା ପର୍ଯ୍ୟଟଙ୍କ ପାଇଁ ନେଗେଟିଭ ଆରଟି ପିସିଆର ଟେଷ୍ଟ ରିପୋର୍ଟ ଜରୁରୀ । ଏହି ରିପୋର୍ଟ ଯାତ୍ରୀର ଠିକ ୭୨ ଘଣ୍ଟା ପୂର୍ବରୁ ହୋଇଥିବା ଉଚିତ । ଏପରିକି ସମସ୍ତ ଯାତ୍ରୀଙ୍କୁ ଏହି ରିପୋର୍ଟର ସତ୍ୟାସତ୍ୟ ପାଇଁ ଘୋଷଣାପତ୍ର ମଧ୍ୟ ଦେବାକୁ ପଡ଼ିବ ।

କେବଳ ଏତିକି ନୁହେଁ ବରଂ କେଉଁ ଦେଶରୁ ଆସୁଥିଲେ ଏହି ନିୟମ ମାନିବା ଜରୁରୀ ତାହା ମଧ୍ୟ ସରକାର ସ୍ପଷ୍ଟ କରିଛନ୍ତି । ୟୁରୋପ ଦେଶ, ୟୁନାଇଟେଡ କିଙ୍ଗଡମ, ଦକ୍ଷିଣ ଆଫ୍ରିକା, ବ୍ରାଜିଲା, ବାଂଲାଦେଶ, ବୋତସଭାନା, ଚୀନ, ମରିସସ, ନ୍ୟୁଜିଲାଣ୍ଡ ଓ ଜିମ୍ବାୱେ ଏହି ତାଲିକାରେ ସାମିଲ ଅଛନ୍ତି । ଏହି ସବୁ ଦେଶର ଯାତ୍ରୀମାନଙ୍କୁ ବିପଦ ସଙ୍କୁଳ ତାଲିକାରେ ରଖାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ