Masthead

ମୁସଲିମ ଝିଅ, ହିନ୍ଦୁ ବୋହୂ, ଅପରାଜିତା ମହାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅପରାଜିତା ମହାନ୍ତି । ଡାକ ନାଁ ଟିକି । ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଦିଗ୍ଗଜ କଳାକାର । ୮୦ ଦଶକରୁ ଓଡ଼ିଆ ସିନେମାରେ ଛାଡ଼ି ଆସୁଛନ୍ତି ଛାପ । ଦେଇଯାଇଛନ୍ତି ଗୋଟିଏ ପରେ ଗୋଟିଏ ସୁପର ହିଟ୍ ମୁଭି । ଆଜି ବି ତାଙ୍କର କ୍ରେଜ୍ ରହିଛି । ଅପରାଜିତାଙ୍କ ଅଭିନୟର ଯାଦୁରେ ବାନ୍ଧି ହୋଇଯାଆନ୍ତି ଦର୍ଶକ । ଚରିତ୍ର ଯାହା ବି ହେଉ, ସିନ୍ ଯାହା ବି ହେଉ, ସବୁ କ୍ୟାରେକ୍ଟରକୁ ସେ କରିଦିଅନ୍ତି ଜୀବନ୍ତ ।

ଫିଲ୍ମ ପରଦାରେ ତାଙ୍କ ସହ ସ୍ୱାମୀ ଉତ୍ତମ ମହାନ୍ତିଙ୍କ ଯୋଡ଼ି ମଧ୍ୟ ଦର୍ଶକଙ୍କ ମନ ଜିଣିଥାଏ । ଦର୍ଶକଙ୍କୁ ସେ ଭେଟି ଦେଇଛନ୍ତି ୫୦ରୁ ଉଦ୍ଧ୍ୱର୍ ଫିଲ୍ମ । ତେବେ ତାଙ୍କ ଅଭିନୟ ଜୀବନ ଯେତିକି ଉଦାହରଣୀୟ, ତାଙ୍କ ବ୍ୟକ୍ତିଗତ ଜୀବନ ସେତିକି ରୋଚକମୟ । ତାଙ୍କ ଭିତରେ ରହିଛି ବିଭିନ୍ନ ଧର୍ମର ସମାଗମ । ଉଭୟ ହିନ୍ଦୁ ଓ ମୁସଲିମ ଧର୍ମକୁ ସେ ନିଜ ଭିତରେ ସମାୟିତ କରିଛନ୍ତି । ଜଣେ ମୁସଲିମ ସମ୍ପ୍ରଦାୟରୁ ଆସି ବାହା ହୋଇଥିଲେ ହିନ୍ଦୁ ପରିବାରରେ । ବାହା ହୋଇଥିଲେ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କୁ ।

ପୂରା କାହାଣୀ ଜାଣିବା ପାଇଁ ଦେଖନ୍ତୁ ବଡ଼ ଖବର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ