Masthead

ପିଲାଙ୍କୁ ଟିକାକରଣ ପାଇଁ ଟ୍ରେନିଂ ଦେବ କେନ୍ଦ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶିଶୁଙ୍କ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପିଲାଙ୍କ ଟିକାକରଣ ଲାଗି ଆସନ୍ତାକାଲି ଜାତୀୟ ସ୍ତରରେ ସବୁ ରାଜ୍ୟର ଅଧିକାରୀଙ୍କୁ ଭର୍ଚୁଆଲ ପ୍ରଶିକ୍ଷଣ ଦିଆଯିବ । ଏହା ପରେ ରାଜ୍ୟ ସରକାର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାଳର ବ୍ୟବସ୍ଥା କରିବେ । ସେପଟେ ଶିଶୁଙ୍କୁ କୋଭାକ୍ସିନ ଟିକା ଦେବା ପାଇଁ କେବଳ ସବଜେକ୍ଟ ଏକ୍ସପର୍ଟ କମିଟି ଅନୁମୋଦନ କରିଛି । ଅନ୍ୟପଟେ ସରକାର କଅନୁଧ୍ୟାନ କରି ଟିକାକରଣ ନିର୍ଦ୍ଦେଶ ଆସିବା ପରେ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ତେବେ ୨ରୁ ୧୮ ବର୍ଷର ସବୁ ପିଲାଙ୍କୁ ଦିଆଯିବ କି କିଛି ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଦିଆଯିବ ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ । ଆମ ରାଜ୍ୟରେ ୨ରୁ ୧୮ ବର୍ଷ ବୟସ ବର୍ଗର ୧ କୋଟି ୪୦ ଲକ୍ଷ ହିତାଧିକାରୀ ଅଛନ୍ତି । ଶିଶୁଙ୍କ ଟିକାକରଣ ଆରମ୍ଭ ହେଲେ ଅଧିକ ଟିକାକରଣ କେନ୍ଦ୍ର ବଢାଯିବ । ଶିଶୁଙ୍କ ଟିକାକରଣ ପାଇଁ ଦେଶରେ ଆବଶ୍ୟକ ଭିତ୍ତିଭୂମି ରହିଛି । କେନ୍ଦ୍ରର ନିର୍ଦ୍ଦେଶ ଆସିବା ମାତ୍ରେ ଶିଶୁଙ୍କୁ ଟିକାକରଣ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ