Masthead

ଆର୍ୟନ ଖାନ୍ ଡ୍ରଗ୍ସ ମାମଲା, ଆଜି ପୁଣି ଏନସିବି ନିକଟରେ ହାଜର ହେବେ ଅନନ୍ୟା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ପୁଣି ଏନସିବି ନିକଟରେ ହାଜର ହେବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଗୁରୁବାର ଏନସିବି ଟିମ୍ ଶାହାରୁଖଙ୍କ ଘର ମନ୍ନତ ଏବଂ ଅନନ୍ୟା ପାଣ୍ଡେଙ୍କ ଘରେ ନୋଟିସ ଲଗେଇଥିଲା । ନୋଟିସ ପରେ ଏନସିବି ନିକଟରେ ହାଜର ହୋଇଥିଲେ ଅନନ୍ୟା ।ଆର୍ୟନ ଖାନ୍ ଡ୍ରଗ୍ସ କେସରେ ତାଙ୍କୁ ଏନସିବି ସମନ କରିଥିଲା ।

ଅଧିକ ପଚରାଉଚରା ପାଇଁ ମଧ୍ୟ ଡାକି ଥିଲା । ପୂର୍ବରୁ ମଧ୍ୟ ଏନସିବି ତାଙ୍କ ଘରକୁ ଯାଇଥିଲା । ସମନ ପରେ ଅନନ୍ୟା ତାଙ୍କ ବାପାଙ୍କ ସହ ଏନସିବି ଅଫିସ ଯାଇଥିଲେ । ତେବେ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଅନନ୍ୟାଙ୍କ କ’ଣ ସମ୍ପୃକ୍ତି ରହିଛି, ସେ ନେଇ ଏନସିବି ଅଧିକ ଖୋଳତାଡ କରୁଛି । ଅନନ୍ୟା ପାଣ୍ଡେଙ୍କୁ ଏନସିବିର ସମନ ପରେ ତାଙ୍କ ପିତା ଚଙ୍କି ପାଣ୍ଡେ ଲିଗାଲ କାଉଂସିଲିଂ ଖୋଜୁଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ