Masthead

ରାଜନୈତିକ ଆକ୍ରୋଶ, ୩ ବିଜେପି କର୍ମୀଙ୍କୁ ଉଠାଇ ଆଣିଲା ପୋଲିସ

ନରସିଂହପୁର (ବଡ଼ ଖବର ବ୍ୟୁରୋ): ବିନା କାରଣରେ ୩ ବିଜେପି କର୍ମୀଙ୍କୁ ନରସିଂହପୁର ପୋଲିସ ଉଠାଇ ଆଣିଥିବା ଅଭିଯୋଗ ଆଣିଛି ବିଜେପି। ବିନା କୌଣସି କାରଣରେ ରାଜନୈତିକ ଆକ୍ରୋଶ ରଖି ଏହିପରି ହୋଇଛି। ସେହିପରି ଏ ସମ୍ପର୍କରେ ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କିଛି କହିବେ ନାହିଁ ବୋଲି ସିଧା ମନ୍ତବ୍ୟ ଦେଇଛନ୍ତି। ଗତ କାଲି ଶୁକ୍ରବାର ରାତ୍ରିରେ ବିନା କୌଣସି କେଶରେ ନରସିଂହପୁର ଥାନା ପୋଲିସ ୩କର୍ମୀ ଙ୍କୁ ଉଠାଇ ଆଣିଛି ।

ଯାହାଙ୍କ ନାମ ହେଉଛି ମନୋଜ ନାୟକ, ରଞ୍ଜନ ସାମନ୍ତରାୟ, ଲିପୟ ବଳିୟାରସିଂ । କୋର୍ଟ ପରିସରରେ ଏକ ଗଣ୍ଡଗୋଳ ହୋଇଥିଲା ଯାହାକୁ ନେଇ ରାଜନୈତିକ ଆକ୍ରୋଶ ଥିଲା। ସେହିପରି ଡାକ୍ତରି ମାଇନା ନକରି ମଧ୍ୟ ସକାଳ ୭ଟାରେ ଜରୁରୀ କାଳୀନ ଭାବେ କୋର୍ଟ ଫରୱାର୍ଡ ମଧ୍ୟ କରାଯାଇଛି। ତେବେ କେଉଁଠି ନା କେଉଁଠି ଏଠାରେ ସ୍ଥାନୀୟ ବିଧାୟକ ଦେବୀ ମିଶ୍ରଙ୍କର ସମ୍ପୂର୍ଣ୍ଣ ହାତ ଥିବା କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ