Masthead

ଉତ୍ତରାଖଣ୍ଡ ବର୍ଷାବିତ୍ପାତ, ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ଉତ୍ତରାଖଣ୍ଡ ବର୍ଷାବିତ୍ପାତ, ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି । ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଶତାଧିକ ନିଖୋଜ ଅଛନ୍ତି । ସେପଟେ ୧୧ ଜଣ ପର୍ବତାରୋହୀଙ୍କ ମୃତ ହେବା ଠାବ କରାଯାଇଛି । ହିମାଚଳ ପ୍ରଦେଶର କିନ୍ନୌର୍‌ ସହ ଉତ୍ତରାଖଣ୍ଡର ହର୍ଷିଲ୍‌କୁ ସଂଯୋଗ କରୁଥିବା ଲମଖାଗା ଘାଟି ଅଞ୍ଚଳରେ ନିଖୋଜ ହୋଇଯାଇଥିବା ୧୭ଜଣ ପର୍ବତାରୋହୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୧ଜଣ ଶବ ଉଦ୍ଧାର କରାଯାଇଛି।

ଅକ୍ଟୋବର ୧୮ ତାରିଖ ଦିନ ତୁଷାରପାତ ଏବଂ କୋହଲା ତଥା ହେମାଳିଆ ପାଗ ହେତୁ ସମୁଦ୍ରପତ୍ତନ ଠାରୁ ୧୭୦୦୦ ଫୁଟ୍‌ ଉଚ୍ଚ ଉତ୍ତରାଖଣ୍ଡର ଲମଖାଗା ଘାଟିରେ ପର୍ଯ୍ୟଟକ, କୁଲି ଏବଂ ଗାଇଡଙ୍କ ସମେତ ବାଟବଣା ହୋଇଯାଇଥିବା ୧୭ଜଣ ପର୍ବତାରୋହୀଙ୍କୁ ଉଦ୍ଧାର କରିବା ଲାଗି ବାୟୁସେନା ବ୍ୟାପକ ତଲାସ ଚଳାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ