Masthead

ପାକିସ୍ତାନ ସୀମାରେ ରହୁଥିବା ଲୋକଙ୍କୁ ନିଜ ନମ୍ବର ଦେଲେ ଶାହ

ଜାମ୍ମୁ-କାଶ୍ମୀର(ବଡ଼ ଖବର ବ୍ୟୁରୋ): ତିନି ଦିନିଆ ଜାମ୍ମୁ-କାଶ୍ମୀର ଗସ୍ତରେ ଅଛନ୍ତି ଭାରତର ଗୃହମନ୍ତ୍ରୀ ଅମିତ ଶାହ । ଗସ୍ତର ଦ୍ୱିତୀୟ ଦିନରେ ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ର ଶାସିତ ଅଞ୍ଚଳର ଶୀତକାଳୀନ ରାଜଧାନୀରେ ପହଞ୍ଚିଛନ୍ତି । ଏହା ମଧ୍ୟରେ ସେ ଆରଏସପୁରା ସେକ୍ଟରରେ ଭାରତ-ପାକିସ୍ତାନ ସୀମା ଯାଇଛନ୍ତି। ଜମ୍ମୁ ସଂଲଗ୍ନ ମକଓ୍ଵାଲରେ ସେ ବିଏସଏଫ ପୋଷ୍ଟ ଗସ୍ତ କରି ଯବାନଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଏଠାକାର ସ୍ଥାନୀୟ ଲୋକଙ୍କ ସହ ଚା ପାନ କରିଛନ୍ତି ।

ଏହି ସମୟରେ ଗୃହ ମନ୍ତ୍ରୀ ଶାହା ମକଓ୍ଵାଲରେ ଜଣେ ସ୍ଥାନୀୟ ନାଗରିକଙ୍କ ଫୋନ ନମ୍ବର ନିଜ ମୋବାଇଲରେ ସେଭ୍ କରିଛନ୍ତି। କେବଳ ଏତିକି ନୁହେଁ ନିଜ ନମ୍ବର ମଧ୍ୟ ଦେଇଛନ୍ତି ଏବଂ କହିଛନ୍ତି ଯେବେ ବି ଦରକାର ପଡିବ ଫୋନ କରି ପାରିବେ ବୋଲି ଶାହା କହିଛନ୍ତି। ସେମାନଙ୍କ ସହ ଚା ପିଇବା ସହ ଅଧିକ ସମୟ ପର୍ୟ୍ୟନ୍ତ ଖଟରେ ବସି ଆରାମରେ କଥା ହୋଇଛନ୍ତି ଗୃହ ମନ୍ତ୍ରୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର