Masthead

ନୂଆ ସୀମା ଆଇନ ଲାଗୁ ପରେ ମୁହଁ ଖୋଲିଲା ଚୀନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ-ଚୀନ ସୀମାଞ୍ଚଳରେ ଚୀନ କିଛି ଦିନ ପୂର୍ବରୁ ବିବାଦୀୟ ସୀମା ଆଇନ ପ୍ରଣୟନ କରିଛି । ହେଲେ ପ୍ରଥମକରି ଏହି ଆଇନର କାର୍ଯ୍ୟକାରିତା ବିଷୟରେ ମୁହଁ ଖୋଲିଛି ଚୀନ । ତେବେ ଏହି ଆଇନର କାର୍ଯ୍ୟକାରିତା ବର୍ତ୍ତମାନର ସୀମା ଚୁକ୍ତିନାମା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ଏହା ସହିତ ଚୀନ ସମ୍ପୃକ୍ତ ଦେଶମାନଙ୍କୁ ଏକ ସାଧାରଣ କାର୍ଯ୍ୟ ବିଷୟରେ ଅନାବଶ୍ୟକ ଅନୁମାନ ନକରିବାକୁ ଅନୁରୋଧ କରିଥିବାର ଦେଖିବାକୁ ମିଳିଛି । ସେପଟେ ପଡୋଶୀ ଦେଶର ଜାତୀୟ ବିଧାନସଭା, ନ୍ୟାସନାଲ ପିପୁଲ୍ସ କଂଗ୍ରେସ ୨୩ ଅକ୍ଟୋବରରେ ସୀମା ଅଞ୍ଚଳରେ ଜମିର ସୁରକ୍ଷା ତଥା ଏହାର ଅପବ୍ୟବହାର ବନ୍ଦ କରିବା ପାଇଁ ଏକ ନୂତନ ସୀମା ଆଇନ ପ୍ରଣୟନ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ