୪୦୦ ନିୟୁତ ବର୍ଷ ପୂର୍ବେ ବିଛା ଥିଲା କୁକୁର ଆକାରର

ଭୁବନେଶ୍ଵର(ବଡ଼ ଖବର ବ୍ୟଞରୋ): ବିଛା ଥିଲା କୁକୁର ଆକାରର। ଆପଣ ଏକଥା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ହଁ ଆଜ୍ଞା ୪୦୦ ନିୟୁତ ବର୍ଷ ପୂର୍ବେ ବିଛାର ଆକାର ଥିଲା କୁକୁର ଆକାରର। ଗୋଟେ ସମୟ ଥିଲା ଯେତେବେଳେ ବିଛା ବିଶ୍ଵକୁ ଶାସନ କରୁଥିଲା। ସେତେବେଳେ ବିଛାଙ୍କ ଆକାର ବହୁତ ବଡ଼ ଥିଲା। ତା ସହ ସେମାନେ ବହୁତ ବିଶାକ୍ତ ଥିଲେ ।

ନିକଟରେ ଚାଇନାର ନାନଜିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଜିଓଲୋଜି ଏକ ଜୀବାଶ୍ମ ଆବିଷ୍କାର କରିଛି। ଯାହା ଏକ ବଡ଼ ବିଛାର ଜୀବାଶ୍ମ। ଯେତେବେଳେ ଏହାର ଆକାର ମାପ କରାଗଲା ଦେଖାଗଲା ଯେ ଏହା ଏକ ବଡ଼ କୁକୁରର ଆକାର ସହ ସମାନ। ମମ୍ପ୍ରତି ଦେଖାଦେଉଥିବା ବିଛାର ଆକାର ଠୁ ପ୍ରାୟ ୧୬ ଗୁଣା ବଡ଼। କୁକୁର ଆକାରର ବିଛାର ଜୀବାଶ୍ମ ଟି ପ୍ରାୟ ୪୦୦ ନିୟୁତ ବର୍ଷ ପୁରୁଣା। ଏହି ବିଛା ସେ ସମୟର ଗଭୀର ସମୁଦ୍ରରେ ରାଜା ଥିଲା। ଏବେ ଏହାର ନାମ ଟେରୋପ୍ଟେରକ୍ସ କ୍ୟୁଶାନେନଶିସ୍ ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’