Masthead

ଶୀତ ଦିନରେ କେମିତି କରିବେ କେଶର ଯତ୍ନ, ଜାଣନ୍ତୁ…

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ଶୀତ ଦିନ ଆରମ୍ଭ ହୋଇ ଗଲାଣି। ଏହି ଦିନରେ କେଶର ନାନା ସମସ୍ୟା ଦେଖା ଦେଇଥାଏ। କାରଣ ଏହି ଦିନରେ କେଶ ଅଧିକ ଶୁଷ୍କ ହୋଇଥାଏ। କେଶ ଝଡ଼ିବା ହେଉ କି କେଶରେ ରୁପି ହେବା କଥା ହେଉ ଏନେଇ ପ୍ରାୟ ଲୋକ ଚିନ୍ତିତ ଥାଆନ୍ତି। ତେଣୁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। । ଏଥିରୁ ମୁକ୍ତି ପାଇବା ପାଇଁ  କିଛି ଘରୋଇ ଉପଚାର ରହିଛି। ସପ୍ତାହରେ ଗୋଟିଏ ଦିନ ଗରମ୍ ନଡିଆତେଲ କିମ୍ବା ବାଦାମ ତେଲ ଚୁଟିରେ ମାଲିଶ୍ କରିବା ନିତ୍ୟାନ୍ତ ଆବଶ୍ୟକ। ଏହା ଦ୍ବାରା ରକ୍ତ ସଞ୍ଚରଣ ଠିକ୍ ଭାବେ ହୋଇଥାଏ। ଏହା ସହିତ କେଶର ରୁକ୍ଷତା ଦୂର ହୋଇଥାଏ।

ଶୀତ ଦିନେ ସମ୍ପୋ କରି ସାରିବା ପରେ ଭଲ ଭାବେ କଣ୍ଡିସନର ଲଗେଇବା ଆବଶ୍ୟକ। ଏହା ଦ୍ବାରା କେଶର ରୂକ୍ଷତା ଦୂର ହୋଇଥାଏ। ଏବଂ କେଶ ନରମ ମଧ୍ୟ ରହିଥାଏ। ଶୀତ ଦିନେ ପ୍ରତି ଦିନ କେଶ ଧୋଇବା ଉଚିତ୍ ନୁହେଁ। କାରଣ ଶୀତ ଦିନେ ପ୍ରତିଦିନ କେଶ ଧୋଇଲେ କେଶ ମୂଳରେ ଥିବା ପ୍ରାକୃତିକ ତେଲ ଶୁଖି ଯାଇଥାଏ ଏବଂ କେଶ ଅଧିକ ଝଡିଥାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ