Masthead

‘ଅବ୍ ଏସା ଦିଖତା ହୁଁ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆକ୍ରମଣ ପରେ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି ସଲମାନ ରୁଷଦି । ଫଟୋ ସେୟାର କରି ଲେଖିଛନ୍ତି ‘ଅବ୍ ଏସା ଦିଖତା ହୁଁ’ । ‘ମେ ଲିଖନେ ବେଠ୍ତା ହୁଁ ଲିକିନ୍ କୁଛ ନେହିଁ ହୋତା । ଉଙ୍ଗଲିୟୋଂ କେ ସିରେ ମେହସୁସ୍ ନେହିଁ ହୋତେ, ଟାଇପ ନେହିଁ କର୍ ପାତା’ । ଜଣାଶୁଣା ଲେଖକ ସଲମାନ୍ ଋଶଦିଙ୍କ ଉପରେ ଗତ ବର୍ଷ ଅଗଷ୍ଟରେ ନୁ୍ୟୟର୍କରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ସେ ଗୁରୁତର ଆହାତ ହୋଇଥିଲେ । ତାଙ୍କର ଗୋଟେ ଆଖି ସମ୍ପୂର୍ଣ୍ଣ ଭାବେ ଖରାପ ହୋଇଯାଇଛି । ସାକ୍ଷାତକାର ଦେଇ କହିଛନ୍ତି, ଗୋଟିଏ ଆକ୍ରମଣ ତାଙ୍କ ମାନସିକ ସ୍ୱାସ୍ଥ୍ୟ, ଶାରୀରିକ ସ୍ୱାସ୍ଥ୍ୟ ଏବଂ ଲେଖା ଉପରେ ବେଶି ପ୍ରଭାବ ପକାଇଛି । ସେ କହିଛନ୍ତି, ‘ମୁ ଲେଖିବାକୁ ବସେ କିନ୍ତି କିଛି ହୁଏ ନାହିଁ’ । ମୁଁ ମୋ ଆଙ୍ଗୁଠିରେ କିଛି ଅନୁଭବ କରିପାରୁନାହିଁ । ଏହି କାରଣରୁ ମୁଁ ବହୁତ ଭଲ ଟାଇପ୍ କରିପାରିବି ନାହିଁ । ବର୍ତ୍ତମାନ ମୁଁ ଧୀରେ ଧୀରେ ଲେଖୁଛି । ଆକ୍ରମଣ ପରଠାରୁ ଶୋଇବା ସହଜ ହୋଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା