Masthead

ବିଜେପି ବିଜେଡି ବାଡ଼ାବାଡ଼ି, ପୋଲିସ ଦ୍ୱାରା ସ୍ଥିତି ନିୟନ୍ତ୍ରଣ

ଭଦ୍ରକ(ବଡ଼ ଖବର ବ୍ୟୁରୋ): ବିରୋଧୀ ଶାସକ ଦଳ ମଧ୍ୟରେ ହଟ୍ଟଗୋଳ । ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା । ହାତାହାତି ହେବାକୁ ପଛାଇଲେ ନାହିଁ । ପରିସ୍ଥିତି ଏମିତି ହେଲା ଶେଷରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଏ ଦୃଶ୍ୟ ଥିଲା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ପଞ୍ଚାୟତ ସମିତି ବୈଠକରେ । ବୈଠକ ଚାଲୁଥିବା ବେଳେ ରଣକ୍ଷେତ୍ର ପାଲଟିଲା ବ୍ଲକ ସଭା ଗୃହ । ଉଭୟ ଶାସକ ଓ ବିରୋଧୀ ଦଳ ପରସ୍ପର ମଧ୍ୟରେ ହଟ୍ଟଗୋଳ କରିଥିଲେ ।

ବିଜେଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ରସଙ୍ଗ କରିଥିବା ବେଳେ ବିଜେପି ଚାରା ଦୁର୍ନୀତି ଅଭିଯୋଗ କରିଥିଲା । ବୈଠକରେ ଉପସ୍ଥିତ ଥିଲେ ଧାମନଗର ବିଧାୟକ, ବିଡିଓ, ବ୍ଲକ ଚେୟାରମ୍ୟାନ ସମେତ ବ୍ଲକର ସମସ୍ତ ପଦାଧିକାରୀ ଏବଂ ଜନ ପ୍ରତିନିଧି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ