Masthead

ଅନ୍ୟର ନିର୍ଦ୍ଦେଶରେ କାମ କରୁଛନ୍ତି ନୀତିଶ କୁମାର: ଉପେନ୍ଦ୍ର କୁଶୱାହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନ୍ୟର ନିର୍ଦ୍ଦେଶରେ କାମ କରୁଛନ୍ତି । ଯାହା ଜେଡିୟୁର ବରିଷ୍ଠ ନେତା ଉପେନ୍ଦ୍ର କୁଶୱାହ କହିଛନ୍ତ। ସେ କହିଛନ୍ତି ‘ମୁଁ କେବଳ ସଂସଦୀୟ ବୋର୍ଡର ସଭାପତି ଅଟେ। ମୋତେ ଏହି ପଦବି ପାଇଁ ନିଷ୍ପତ୍ତି ନେବାକୁ କ୍ଷମତା ଦିଆଯାଉ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ତାଙ୍କର ନୁହେଁ, ସେ ଅନ୍ୟ କାହାର ନିଷ୍ପତ୍ତି ଅନୁଯାୟୀ କାମ କରୁଛନ୍ତି। ଏମିତି ହେଲେ ଦଳ ପାଇଁ ଆଗକୁ ବଡ଼ ବିପଦ ଆସିବ’ ବୋଲି ଗଣମାଧ୍ୟମକୁ କୁଶୱାହ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କୁଶୱାହ ଆସନ୍ତା ୧୯-୨୦ରେ ପାଟନାରେ ତାଙ୍କ ସମର୍ଥକମାନଙ୍କୁ ନେଇ ଦୁଇ ଦିନିଆ ଖୋଲା ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନରେ ଦଳର ସ୍ଥିତିକୁ ନେଇ ଆଲୋଚନା କରାଯିବ। ଏହାପୂର୍ବରୁ କୁଶୱାହ ଦଳୀୟ କର୍ମୀଙ୍କୁ ଏକ ଖୋଲା ଚିଠି ଲେଖିଥିଲେ ଏବଂ ଆଭ୍ୟନ୍ତରୀଣ କାରଣରୁ ଜେଡିୟୁ ଦୁର୍ବଳ ହୋଇଯାଉଛି ବୋଲି ଦାବି କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା