Masthead

ଏସଏସଏଲଭି-ଡି୨ର ସଫଳ ଉତକ୍ଷେପଣ

ଶ୍ରୀହରିକୋଟା(ବଡ଼ ଖବର ବ୍ୟୁରୋ): ଲଞ୍ଚ ହେଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ସ୍ମଲ ସାଟେଲାଇଟ ଏସଏସଏଲଭି-ଡି୨ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଆଜି ସବୁଠାରୁ ଛୋଟ ଉପଗ୍ରହ ଏସଏସଏଲଭି-ଡି୨ ଲଞ୍ଚର ଉତକ୍ଷେପଣ କରିଛି । ସକାଳ ୯.୧୮ରେ ଏହି ଏସଏସଏଲଭି-ଡି୨ ଯାନ ବ୍ୟବହାର କରି ୩ଟି ଉପଗ୍ରହ ପଠାଯିବ ।

ଇଓଏସ-୦୭,ଜାନୁସ୍-୧ ଏବଂ ଆଜାଦି ସାଟ -୨ ଉପଗ୍ରହକୁ ସତୀଶ ଅନ୍ତରୀକ୍ଷ କେନ୍ଦ୍ରରୁ ୪୫୦ କିଲୋମିଟର ବୃତ୍ତାକାର କକ୍ଷପଥରେ ପଠାଇବା ଇସ୍ରୋ ଏସଏସଏଲଭି ‘ଲଞ୍ଚ ଅନ୍ ଡିମାଣ୍ଡ’ ଆଧାରରେ ଏହା ପୃଥିବୀର ୫୦୦ କିଲୋମିଟର ଯାଏଁ ଘୁରି ସାଟେଲାଇଟକୁ  ଅବସ୍ଥାପିତ କରିପାରିବ । କମ୍ ସମୟ ମଧ୍ୟରେ ପୃଥିବୀର କକ୍ଷ ପକ୍ଷରେ ଏକାଧିକ ଉପଗ୍ରହଙ୍କୁ ଅବସ୍ଥାପିୀତ କରିବାର ସାମର୍ଥ୍ୟ ରେ ଏହି ଲଞ୍ଚର । ଏହାର ଲମ୍ବ ୩୪ ମିଟର, ୨ ମିଟର ବ୍ୟାସ ଯୁକ୍ତ । ଏହାର ଓଜନ ୧୨୦ ଟନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ