Masthead

ନୀତିଶ କୁମାରଙ୍କ ଉପରକୁ ଚୌକି ମାଡ଼

ଔରଙ୍ଗାବାଦ(ବଡ଼ ଖବର ବ୍ୟୁରୋ): ଔରଙ୍ଗାବାଦରେ ଚାଲିଥିବା ସମାଧାନ ଯାତ୍ରାରେ ଘଟିଛି ବଡ଼ ଅଘଟଣ । ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରକୁ ଭଙ୍ଗା ଚୌକି ଫୋପାଡିଲେ ଅଜ୍ଞାତ ବ୍ୟକ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ ଭିତରୁ କେହି ଜଣେ ଏକ ଭଙ୍ଗା ଚୌକିର ଗୋଟିଓ ଗୋଡ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଫୋପାଡିଥିଲେ । ଭାଗ୍ୟବସତଃ ସେହି ଭଙ୍ଗା ଚୌକିର ଗୋଡ ନୀତିଶ କୁମାରଙ୍କୁ ନ ବାଜି ତାଙ୍କ ଆଗରେ ପଡିଥିଲେ ।

ଏହାପରେ ତୁରନ୍ତ ସୁରକ୍ଷାକର୍ମୀ ସତର୍କ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଯାଇଥିଲେ । ଏହାପରେ ଘଟଣାସ୍ଥଳରେ ଠେଲାପେଲା ସ୍ଥିତି ଦେଖିବାକୁ ମିଳିଥିଲା । ଅନ୍ୟପଟେ କିଏ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଭଙ୍ଗା ଚୌକି ଫୋପାଡିଥିଲେ ତାହା ଜଣାପଡିନାହିଁ । କାର୍ୟ୍ୟକ୍ରମରେ ଡ୍ରୋନ ସୁରକ୍ଷା ବ୍ୟବସ୍ଥା ନଥିବାରୁ କିଏ ଭଙ୍ଗା ଚୌକି ଫିଙ୍ଗିଲା ଚିହ୍ନଟ କରାଯାଇପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ