Before Header

ବାହାରିନରେ ନିର୍ଯାତିତ ହେଉଛନ୍ତି ଓଡ଼ିଆ ଶ୍ରମିକ

0 24

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାରିନରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା । ବାଲୁଗାଁ, ବାଣପୁର ଓ ଖଲ୍ଲିକୋଟର ୩୦୦ ଶ୍ରମିକ ବାହରିନରେ ଅଛନ୍ତି । ଏଏସଏଚ କମ୍ପାନୀରେ କାମ କରୁଛନ୍ତି ୧ହଜାରରୁ ଉଦ୍ଧ୍ୱ ଓଡ଼ିଆ ଶ୍ରମିକ । ୧୪ ଘଣ୍ଟା ଖଟାଉଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ୧୦ ଘଣ୍ଟାର ମିଳୁଛି ମଜୁରୀ । କୌଣସି ମତେ ମିଳୁନି ଭଲ ଖାଇବା ।

ପ୍ରତିବାଦ କଲେ ମିଳୁଛି ନିସ୍ତୁକ ମାଡ଼ । ସ୍ୱଦେଶ ଫେରିବାକୁ ବିକଳ ଓଡ଼ିଆ ଶ୍ରମିକ । ଭାରତ ରାଷ୍ଟ୍ରଦୂତଙ୍କ ଘଟଣା ସ୍ଥଳ ପରିଦର୍ଶନ । ତଥାପି ସ୍ଥିତିରେ ଆସୁନି ସୁଧାର । ଓଡ଼ିଶା ସରକାର ହସ୍ତକ୍ଷେପ କରିବାକୁ ନିର୍ଯାତିତ ଶ୍ରମିକଙ୍କ ପରିବାରର ଆକୁଳ ନିବେଦନ କରିଛନ୍ତି । ମୁକ୍ତି ପାଇଁ ୩ଦିନ ହେଲା ଅନ୍ଦୋଳନ କରୁଛନ୍ତି ଓଡ଼ିଆ ଶ୍ରମିକ ।

Leave A Reply

Your email address will not be published.