Masthead

ପୋଲିସଙ୍କ ଫିଟନେସ ପାଇଁ ସାତସୂତ୍ରି ନିର୍ଦ୍ଦେଶାନାମା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ପୋଲିସ ଫିଟ ରହିବା ଜରୁରୀ । ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଏପିଆର, ଡିଜିପି, କମିସନରେଟ ପୋଲିସ ମୁଖ୍ୟାଳୟ, ଟିମ୬୦, ଓଏସପି ମୋବିଲାଇଜଡ ଫୋର୍ସ ପାଇଁ ଏହି ନିର୍ଦ୍ଦେଶାନାମା ଆସିଛି । ଏଥିରେ କୁହାଯାଇଛି ଫିଟନେସ ନ ରହିଲେ କାମ ଉପରେ ପ୍ରତିକୂଳ ପଡ଼ୁଛି । ଅନଫିଟ ପୋଲିସକୁ ଫିଟ ରଖିବା ପାଇଁ ଦିଆଯିବ ସୁଯୋଗ । ଫିଟନେସ ପାଇଁ ୭ ଟି ସୂତ୍ରର ରହିଛି ନିର୍ଦ୍ଦେଶାବଳୀ । ନିର୍ଦ୍ଦେଶାବଳୀ ଜାରି କଲା କମିଶନରେଟ ପୋଲିସ । ନିୟମିତ ସକାଳେ ଓ ସନ୍ଧ୍ୟାବେଳେ ବ୍ୟାୟାମରେ ଯୋଗଦେବେ ।

କାର୍ଯ୍ୟାଳୟରେ ଉପସ୍ଥାପନା ରେକର୍ଡ କରାଯିବ । ଉସ୍ଥାପନା ୮୦% ରୁ କମ ନ ରହିବାକୁ ନିର୍ଦ୍ଦେଶ । ଓଜନରେ ଲକ୍ଷ ରଖାଯିବ । ପ୍ରତି ୧୫ ଦିନରେ ଶରୀର ଓଜନ ରେକର୍ଡ କରାଯିବ । ନିଶା ଦ୍ରବ୍ୟରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି । ପୋଷାକରେ ନୂଆ ଲୁକ ଆପଣେଇବାକୁ ପରାମର୍ଶ । ସମସ୍ତ ପୋଲିସ କର୍ମଚାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ