Masthead

ରାଜ୍ୟ ବିଜେପିର ଏ କି ଅବସ୍ଥା, ଜୟନାରାୟଣଙ୍କୁ କାଉଣ୍ଟର କଲେ ଅପରାଜିତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟ ବିଜେପିର ଏ କି ଅବସ୍ଥା, ଜୟନାରାୟଣଙ୍କୁ କାଉଣ୍ଟର କଲେ ଅପରାଜିତା । ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଆନ୍ଦୋଳନ କରୁଥିବା ବେଳେ ଅପରାଜିତା କହିଛନ୍ତି, ଜୟନାରାୟଣଙ୍କର ଏମିତି କରିବାର ନଥିଲା । ମହିଳା ପୋଲିସ ହୁଅନ୍ତୁ ବା ପୁରୁଷ ପୋଲିସ ହୁଅନ୍ତୁ ତାଙ୍କ ସହ ଏମିତି କରିବାର ନଥିଲା । ଆଇନ ତା ବାଟରେ ଯିବ । ଆଇନଶୃ୍ଙ୍ଖଳା ପରିସ୍ଥିତି ପାଇଁ ଆମେ ମର୍ମାହତ, ଏମିତିକି ଜୟନାରାୟଣ ମିଶ୍ର ମଧ୍ୟ ମର୍ମାହତ ବୋଲି କହିଛନ୍ତି ଅପରାଜିତା । ଗତକାଲି ଆନ୍ଦୋଳନ ବେଳେ ଧନୁପାଲ୍ଲୀ ଆଇଆଇସିଙ୍କୁ ଧକ୍କା ମାରିଥିଲେ ଜୟନାରାୟଣ । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଜୟନାରାୟଣ କହିଥିଲେ ଆଇଆଇସି ତାଙ୍କୁ ପ୍ରଥମେ ଧକ୍କା ମାରିଥିଲେ । ଏହି ପ୍ରସଙ୍ଗରେ ଆଜି ଲୋୟର ପିଏମଜିରେ ଧାରଣା ଦେଇଛି ବିଜେଡି ମହିଳା ମୋର୍ଚ୍ଚା । ଜୟନାରାୟଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି