Masthead

ଶ୍ରୀମନ୍ଦିରକୁ ନା,ବାଙ୍କବିହାରୀରେ ପ୍ରବଳ ଭିଡ଼

ମଥୁରା (ବଡ଼ ଖବର ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଖୋଲିବାକୁ ବାରମ୍ବାର ଦାବିହୋଇ ଆସୁଛି । ଭକ୍ତ ଓ ସେବାୟତମାନେ ବ୍ୟାକୁଳ ହେଉଛନ୍ତି । କରୋନା ଆଳ ଦେଖାଇ ସରକାର ଶ୍ରୀମନ୍ଦିର ଖୋଲିବା ପାଇଁ ଗ୍ରହଣ କରିଛନ୍ତି ଟାଳଟୂଳ ନୀତି । ତେଣେ ଭାରତର ବହୁ ପ୍ରସିଦ୍ଧ ମନ୍ଦିରରେ ଲାଗିରହିଛି ଭକ୍ତଙ୍କ ଲମ୍ବା ଧାଡି । ଭକ୍ତମାନେ କରୋନା କଟକଣା ଭିତରେ ରହି ମହାପ୍ରଭୁଙ୍କୁ ଦର୍ଶନ କରି କୃତ୍ୟକୃତ୍ୟ ହୋଇଯାଉଛନ୍ତି ।
ଏହି କ୍ରମରେ ଆଜି ମଥୁରାରେ ଖୋଲିଛି ପ୍ରସିଦ୍ଧ ବାଙ୍କ ବିହାରୀ ମନ୍ଦିର । ଦୀର୍ଘଦିନ ବନ୍ଦ ରହିଥିଲା ଏହି ମନ୍ଦିର । ଆଜିର ପ୍ରଥମ ଦିନରେ ଭକ୍ତମାନେ ଧାଡିବାନ୍ଧି ମନ୍ଦିରରେ ପ୍ରବେସ କରୁଛନ୍ତି । ଆଉ ଠାକୁରଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ ମଧ୍ୟ କରୁଛନ୍ତି ।

ମଥୁରା ଏସପି କହିଛନ୍ତି, ୮.୩୦ରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୫.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଅନୁମତି ଦିଆଯାଇଛି । କିନ୍ତୁ କୋଭି-୧୯ ଗାଇଡଲାଇନକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର ଭିତରକୁ ଫୁଲ, ଭୋଗ ପ୍ରଭୃତି ନନେବା ଲାଗି ଭକ୍ତମାନଙ୍କୁ ମରାମର୍ଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼